MANANIYA SASURE.. // ODIA SOCIAL SONG //(ମାନନୀୟ ଶଶୁରେ.....) // ସାମାଜିକ ଗୀତ

3,971,099
21
Published 2019-08-11
★ ନାରୀ ସମାଜ କୁ ଚେତାବନୀ

★ ମାନନୀୟ ଶଶୁରେ....

★ କଣ୍ଠ-ସୁଶାନ୍ତ କୁମାର ନାୟକ

★ ଗାୟକ-ଗୋପାଳ ଜେନା

★ ସଂସ୍କାର ଓଡ଼ିଆ

★ Mananiya Sasure...

★ Singer-Sushanta Kumar Nayak

★ Gayak-Gopal Jena

★ Sanskar Odia


************************************************************************************************************************************

#ମାନନୀୟ_ଶଶୁରେ
#ସଂସ୍କାର_ଓଡ଼ିଆ
#ଗୋପାଳ_ଜେନା
#ସୁଶାନ୍ତ_କୁମାର_ନାୟକ

#MananiyaSasure
#SanskarOdia
#GopalJena
#SushantaKumarNayak

#OdiaPalaBhajan #OdiaPala #MananiyaSasure...

All Comments (21)
  • @mamata59891
    ସମାଜ ଜୁ ଏହିପରି ଶିକ୍ଷା ଦେଇଥିବାରୂ ବହୁତ୍ ବହୁତ୍ ଧନ୍ଯବାଦ।
  • @rajkumar93481
    ଖୁବ୍ ସୁନ୍ଦର ଗୀତ ଟିଏ ଲେଖିଛନ୍ତି ମହାଶୟ । ବହୁତ ବହୁତ ଧନ୍ୟବାଦ୍ ଶିକ୍ଷା ଦେବା ପାଇଁ। ଆପଣଙ୍କର ସଫଳତା ମୋର କାମନା ଓ ନିବେଦନ ଯେ ନୀତି କିଛି ଏଇ ଭଳି ଶିକ୍ଷା ଗୀତ ମାଧ୍ୟମରେ ହେଉଥାଉ।
  • @24gkworld
    ବହୁତ ଭଲ ହେଇଛି
  • @t.m.s.4175
    Very nice bahut sundar barta delabhali gita tiye bhaut bahut dhanybad tame aam Angul re ae git gai kete kete prakar paithil satare tamswar bahut sundar Jay Jagnnath
  • @sanjeebhota6593
    ଅତି ସୁନ୍ଦର ଭାବରେ ପରିବେଷଣ କରିଥିଲେ ପରିବାର ସମସ୍ୟାକୁ ,ଆପଣଙ୍କୁ ଧନ୍ୟବାଦ
  • ଆମ ପରିବାରେ ସମସ୍ତେ ଦେଖିଲୁ ସମସ୍ତଙ୍କ ମନମୁଗଧକର ହେଲା, ସେଥିପାଇଁ ଗାୟକ ମହାଶୟଙ୍କୁ ବହୁତ ବହୁତ ଧନ୍ୟବାଦ୍ l 🙏🙏🙏
  • ସୁନ୍ଦର ଭାବରେ ସୁସଜ୍ଜିତ ସମାଜ କୁ ଉପଦେଶ ଦେବା ଭଳି ଗୀତ ଟିଏ ଭଗବାନ ଏମିତି ଗାଇବା ପାଇଁ ସହାୟ ହୁଅନ୍ତୁ Thank God
  • @rashmiranjan286
    Bahut bhala samaj sarakar bartta gitare suneile , Dhanyabad , Lord bless this singer writer and team . But beware of modern Ladies .....