ରଥରେ ବସିଲେ ନନ୍ଦ ନନ୍ଦନ / Rupa Pin2 Khushi

Published 2024-07-08

All Comments (21)
  • @rajukhanda6148
    ପ୍ରୟାସ କିନ୍ତୁ ଗୋସେଇଁ ଙ୍କ ପରିକା ଲାଗୁଛ😊😊😊ରଥ ସଜା ବହୁତ ସୁନ୍ଦର ହେଇଛି ବହୁତ ସୁନ୍ଦର ଲାଗୁଛି
  • @Subhendu_Swain
    ଭାଇ ସତରେ ଏଇ ଭିଡିଓ ଟା ଦେଖିକି ଆଖିରୁ ଲୁହ ଝରି ପଡିଲା
  • ଜୟ ଜଗନ୍ନାଥ ଭାଇ ଭାଉଜ ପୁରା ପରିବାରକୁ ସମସ୍ତଙ୍କୁ ବୋହୁତ ଖୁସି ଲାଗିଲା ଭାଇ ପୁରା ପରିବାରକୁ ଏକାଠି ରଥ ଟାଣିବାର ଦେଖି ଭାଇ ପ୍ରଭୁ ଜଗନ୍ନାଥ ସବୁବେଳେ ଏମିତି ଆପଣଙ୍କ ପରିବାରକୁ ଖୁସିରେ ଓ ଭଲରେ ରଖିଥାନ୍ତୁ ❤❤❤ Love you Bhai Bhauja khusi maa all family members ❤❤❤
  • ଜୟ ଜଗନ୍ନାଥ ଭାଇ ଭାଉଜ ❤❤ ରଥଯାତ୍ରା ଭିଡିଓ ବହୁତ ସୁନ୍ଦର ଲାଗିଲା ଭାଇ ❤❤
  • 🙏 ଜୟ ଜଗନ୍ନାଥ, 🙏 ରଥଯାତ୍ରା ବହୁତ ଭଲ ଲାଗିଲା...କିନ୍ତୁ ଦିନ ଥିବା ବେଳେ ରଥ ଟଣା ଯାଏ....ସନ୍ଧ୍ୟା ହେଇଗଲେ ରଥ ଆଉ ଟଣା ଯାଏ ନି. ..ରଥ ଯୋଉଠି ଥାନ୍ତି ସେଇଠି ରୁହନ୍ତି...ପୁଣି ସକାଳ ହେଲେ ରଥ ଟଣା ଯାଏ....ଏଥିପ୍ରତି ଟିକେ ଧ୍ୟାନ ଦିଅନ୍ତୁ ....next time ସନ୍ଧ୍ୟା ପୂର୍ବରୁ ସାରିବା ପାଇଁ ଚେଷ୍ଟା କରନ୍ତୁ.🙏🙏
  • ସବୁ ବେଳେ ଏମିତି ଖୁସି ରେ ରୁହ ଆହୁରି ଆଗକୁ ଜାଅ ଭାଇ ଦିଦି ❤❤❤ ଜୟ ଜଗନ୍ନାଥ 🙏🙏🙏 ‌
  • ବହୁତ ସୁନ୍ଦର ମୋ କାଳିଆସୁନା ଭାଇ ଭାଉଜ ଖୁସି ମା ସମସ୍ତ ପରିବାର ସମସ୍ତେ ମିଶି ବହୁତ ସୁନ୍ଦର ନାଚ ପରିବେଷଣ କରୁଛନ୍ତି ❤❤❤❤❤❤❤❤❤❤
  • ପାଞ୍ଚାଳୀ ମା ବହୁତ୍ ଖୁସୀ କାରଣ ପ୍ରଭୁ ତାଙ୍କ ବଡିକୁ ଯାଉଛନ୍ତି
  • @dibyeshwarnath
    Jay jagganath🥰❤ Love u mo pin2 bhai, rupa bhauja, khushimaa and all family👪 members.. Love u all.. ❤😊😊😊love u cuty khushimaa😊😊😊❤
  • 🙏ଜୟ ଜଗନ୍ନାଥ 🙏ଭାଇ ରଥଯାତ୍ରା ବହୁତ ସୁନ୍ଦର ଏବଂ ବହୁତ ବଢିଆ ଲାଗିଲା ପ୍ରଭୁ ବଡଦେଉଳିଆ ଆପଣଙ୍କ ପରିବାର ଙ୍କୁ ଏବଂ ଆପଣଙ୍କ ଗାଁ ର ସମସ୍ତ ସଦସ୍ୟ ଙ୍କୁ ଭଲ ରେ ଖୁସି ରେ ରଖନ୍ତୁ 🙏🙏🙏🙏🙏
  • @user-qb3ur6rr5u
    Bhai bhauja sabubele emiti sathire ruha and shree jagannath tuma family ku bhalare rakhithantu🙏
  • ସମସ୍ତଙ୍କୁ ଖୁସିରେ ଦେଖି ଭଲ ଲାଗୁଛି ସମସ୍ତଙ୍କୁ ଜଗନ୍ନାଥ ଭଲରେ ରଖି ଥାନ୍ତୁ ଭାଇ ଭାଉଜ ଅଲ ଫେମିଲି
  • Very nice Bhai and bhauja... ❤❤.... Khusi sis ta pura cute heroine ❤❤❤
  • Prayash bhai pura panda bhalia disuchhanti.bhagabanku dekhi bahut khusi laguchhi.jay jagannath prabhu amiti samastanka upare krupa dristi rakhithaa
  • ପିଣ୍ଟୁ ଭାଇ ତୁମ ହସ ନା ମତେ ବହୁତ ଭଲ ଲାଗେ ଜୟ ଜଗନ୍ନାଥ ପ୍ରଭୁ ତୁମକୁ କୋଟି କୋଟି ନମସ୍କାର
  • @user-hi1cu9jh7e
    Bahut sunder lagil a video Bhai Prayash Bhai looking so cutte❤❤
  • ପିଣ୍ଟୁ ଭାଇ ରଥଯାତ୍ରା ରେ ବହୁତୁ ସୁନ୍ଦର ଲାଗିଲା ପିଣ୍ଟୁ ଭାଇ ଭିଡ଼ିଓ ଦେଖି ବହୁତୁ ସୁନ୍ଦର ଲାଗିଲା ମୋ ପିଣ୍ଟୁ ଭାଇ ରୂପା ଭାଉଜ ବହୁତୁ ଭଲ ପିଣ୍ଟୁ ଭାଇ ରୂପା ଭାଉଜ ପରି କିଏ ହେବ ଆମ ଗେହ୍ଲେଇ ଖୁସିମା କଥା ଶୁଣି ବହୁତୁ ବଢ଼ିଆ ଲାଗିଲା ଆମ ଗେହ୍ଲେଇ ଖୁସିମା ର କେତେ ବୁଦ୍ଧି ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ସୁନା ଦିଦି ଅରୁଣ ଭାଇ ପ୍ରଶାନ୍ତ ଭାଇ ପ୍ରୟାସ ଭାଇ ହାପି ଭାଇ ଚିତ୍ତ ଭାଇ ରୋମିଓ ଭାଇ ରୁନା ଦିଦି ମାମୁନି ବାପୁନି ମାଉନ ପରିବାର ସମସ୍ତ ଙ୍କ ହସ ଖୁସିରେ ମୁଁ ସବୁବେଳେ ବହୁତୁ ଖୁସି ‌Mo Cute Khusimaa 😘 Love you Bhai Bhauja Khusimaa Suna Didee Arun Bhai Prasanta Bhai Prayash Bhai Happy Bhai Chitta Bhai Romeo Bhai Runa Didee Mamuni Sister Bapun Ram dev Baba and all Family members💞❤️❤️❤️❤️❤️❤️❤❤❤❤❤❤❤❤❤❤❤❤❤❤❤ ଜୟ ଜଗନ୍ନାଥ 🙏 ଜୟ ମା ଲକ୍ଷ୍ମୀ 🙏 ଜୟ ଗଣେଶ 🙏 ଜୟ ଶ୍ରୀ ରାମ 🙏 Good bless you 👍️
  • Tini thakura bahut sundar laguchanti aau ratha b bahut sundar saja heichi ...mana khussi heijauchi dekhiki vai ❤❤❤❤