ଆଜିମଙ୍ଗଳବାର,ଆଡ଼ପବିଜେ,କାଲିଠାରୁପାଇବେଆଡ଼ପଦର୍ଶନଓଆଡ଼ପଅବଢ଼ା,ଶ୍ରୀମନ୍ଦିରଦଶବର୍ଷରଦର୍ଶନ,ଆଡପରେଦିନେ,ସେତିକିପୁଣ୍ୟ..

Published 2024-07-08
"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏

Watch "JAY JAGANNATH TV" on DTH:
TATA PLAY -1799, Dish TV -1397, Airtel -615, Sun Direct-490, Videocon D2H -1397

Also available on all cable networks.
For More Info please contact - 6372804618

Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
YouTube: bit.ly/3KAQeyD
Twitter: bit.ly/38JpX3U

#jayjagannathtv #rathayatralive #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #rathajatra2023 #rathyatra2023 #rathayatralive #ghoshayathra #jayjagannthtv #rathyatra2024 #PuriLIVE #পুরিজগন্নাথ #पुरीजगन्नाथ #జగన్నాథ్ #జగన్నాథపురి #rathajatra2024
#carfestival #carfestivallive #rathayatra

All Comments (21)
  • Mahaprabhu apananka pada padmare adhamara sata sata koti naman 🛐🛐🛐samastanka chalapatha sabubele kusumita karantu etiki nibedan 🌿🌿🌿🪔🪔🪔🛐🛐🛐
  • ପଣ୍ଡିତ ମହୋଦୟ ଆଜ୍ଞା ଏ ଅକିଞ୍ଚନ ର ହୃଦୟ ରୁ ଆନ୍ତରିକ ନମସ୍କାର ନେବେ,ରଥ ଯାତ୍ରା ର ବ୍ୟାଖ୍ୟା ଆପଣଙ୍କର ବାଃ ବାଃ ବାଃ 👏👏👏 ଅଶେଷ ଅଶେଷ ଧନ୍ୟବାଦ୍ ଆପଣଙ୍କୁ କାଳିଆ ଠାକୁର ଆପଣଙ୍କୁ ବହୁତ କୃପା କରନ୍ତୁ ❤ଜୟ ଶ୍ରୀ ଜଗନ୍ନାଥ 🙏🏻🙏🏻🙏🏻🙏🏻👍🏻👍🏻👍🏻👍🏻
  • JAY JAGANNATH 🛐🛐🛐Pandit mahodaya jiii apananku sadare pranam 🛐pravin bedagyan mahan pragyan pandit jiii apananku shuva sakalara shuva kamana 🛐Aajira dinati apanankara mangalamaya heu 🛐
  • Mo jagannaatha mo jagannaatha mo jagannaatha Jay jagannaatha 🙏🙏🙏🙏🙏❤❤❤❤❤
  • @jagdishdatta464
    ,, ଜୟଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ
  • @bishnupriya1391
    Jay Jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
  • @tpdalua2878
    Jaya Jaya Shree Jagarnnatha swami 🙏🙏🙏🙏🙏
  • @aparnatarai8191
    ଜୟ ଜୟ ଶ୍ରୀ ଜଗନ୍ନାଥ,🙏🙏🌹
  • @adityadr9982
    He manima tuma sree charana kamalare koti koti pranam manima 🙏🙏🙏
  • ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର 🙏🏻ଗୁରୁ ସାକ୍ଷାତ୍ ପରମ୍ ବ୍ରହ୍ମ ତସ୍ମେଇ ଶ୍ରୀ ଗୁରବେ ନମଃ 🙏🏻ଓଁ ନମଃ ଭଗବତେ ବାସୁଦେବାୟ 🙏🏻🙏🏻🙏🏻🙏🏻🙏🏻🙏🏻💗
  • Jay jay shree Jagannath ⭕‼️⭕🙏🙏🙏🙏 jay maa tarini 🙏🙏🙏🌸🌹🌹
  • Jay Jagannath mahaprabhu 🕉 😊🎉❤👑🥰🌿🪷🙏🛕🛕🛕🚩🚩🚩🚩🙌🙌🙌🙌