Former CM Naveen Patnaik meets President Droupadi Murmu and CM Majhi at Rath Yatra || Kalinga TV

734,714
0
Published 2024-07-07
Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.

Visit Our Website: kalingatv.com/
Android App: play.google.com/store/apps/details?id=com.odisha.k…
iOS App: apple.co/2M2KhQA
Watch Live: kalingatv.com/live
YouTube: youtube.com/kalingatv24x7
Facebook: www.facebook.com/kalingamedia/
Twitter: twitter.com/Kalingatv24x7
Instagram: www.instagram.com/kalingatv24x7/

#kalingatv #kalingatvlive #kalinganews

All Comments (21)
  • ନବୀନ ପଟ୍ଟନାୟକ ନାମ ହିଁ ଯଥେଷ୍ଟ ହାରିକ କି ସମସ୍ତ ଙ୍କ ❤💕💖 ରେ ବିରାଜମାନ
  • @SKJ-vh8kv6rp9l
    ଧନ୍ୟବାଦ ଧର୍ମେନ୍ଦ୍ର ଭାଇ ଆପଣ ନବୀନ ସାର୍ ଙ୍କୁ ତଳକୁ ଆସି ପାଛୋଟି ନେଇଯାଇଥିବାରୁ ,ଏହା ହେଉଛି ଆପଣଙ୍କର ନବୀନ ସାର୍ ଙ୍କ ପ୍ରତି ମହାନତା ଆଜି ଓଡିଶା ଦେଖିଲା।ଜୟ ଜୟ ଜଗନ୍ନାଥ🙏👏🌷🌹
  • @rituraj8535
    ପୁଣି ଥରେ ମାନବିକତାର ପରିଚୟ ଦେଇ ଧର୍ମେନ୍ଦ୍ର ପ୍ରଧାନ sir ନବୀନ sir ଙ୍କୁ ମଞ୍ଚକୁ ନେଲେ
  • ଏହା ହେଉଛି ମାନବିକତା, ଏଇଠୁ କିଛି ଶିଖିବା 🙏
  • ଆଜିର ଏଇ ଦୃଶ୍ୟ ମନରୁ ଲିଭୁନି ବହୁତ୍ ଆନନ୍ଦ ଲାଗିଲା ସବୁ ମହାପ୍ରଭୁ ଜଗନ୍ନାଥ ଙ୍କ ଲୀଳା ଜୟ ଜଗନ୍ନାଥ
  • ନବୀନ ବାବୁ ଦି ଗ୍ରେଟ ,ପୁଣିଥରେ ପ୍ରମାଣିତ
  • @bapubarik959
    ପୁଣି ଥରେ ମନକିଣିଲେ b j p ନେତୃବୃନ୍ଦ ନବୀନ ପଟ୍ଟନାୟକ ଙ୍କୁ ସମ୍ମାନ ଦେଇ, ଜୟ ଜଗନ୍ନାଥ
  • @sanjaysahoo9885
    ସବୁ ସେଇ ପ୍ରଭୁ ଜଗନ୍ନାଥଙ୍କ ଇଛା,,,l Jay Jagannath, Miss you sir my best cm ❤️🙏
  • @dcsupport129
    ନବୀନ ପଟ୍ଟନାୟକ ଏବେବି ଲୋକଙ୍କର ହୃଦୟରେ ଅଛନ୍ତି, ରହିବେ ଓ ରହିଥିବେ।।। ଜୟ ଜଗନ୍ନାଥ
  • ମହାବାହୁ ବଡ଼ଠାକୁରଙ୍କ କୃପାରୁ ମଞ୍ଚାସିନ ନେତୃବୃନ୍ଦଙ୍କ ଅତିଥି ସତ୍କାର ଖୁବ ଆନନ୍ଦ ଓ ଭାବବିହ୍ଵଳିତ ମୁହୁର୍ତ୍ତ । ଜୟ ଜଗନ୍ନାଥ ସ୍ୱାମୀ❤❤❤❤❤❤
  • ସତରେ ଓଡ଼ିଆ, ଓଡ଼ିଶା, ଉତ୍କଳ,କଳିଙ୍ଗ , ଉଡ୍ର ଆଜି ଆମେ ଓଡ଼ିଆ ଗର୍ବିତ ❤❤❤❤ନବୀନ ବାବୁ, ଧର୍ମେନ୍ଦ୍ର ପ୍ରଧାନ
  • ବିଜେପି ସପୋର୍ଟର ହେଲେ ମଧ୍ୟ୍ୟ ନବୀନ ବାବୁ ଙ୍କ ପାଇଁ ସବୁ ବେଳେ ସନ୍ନମାନ ଅଛି ଜୟ ଜଗନ୍ନାଥ ❤️💙🙏
  • @user-uf3so2jf7r
    ଧନ୍ୟବାଦ ଧର୍ମେନ୍ଦ୍ର ଭାଇ 🙏🙏🙏
  • @mmnewsodia
    ନବୀନ ପଟ୍ଟନାୟକ BEST CM🙏🏻 ଜୟ ଜଗନ୍ନାଥ 🙏🏻
  • ସମ୍ମାନ ପାଉଥିବା ବ୍ୟକ୍ତି ଯେତେ ସମ୍ମାନିତ ହେଲେ ମଧ୍ୟ । ବେଳେ ବେଳେ ତାଙ୍କୁ ସମ୍ମାନ ଦେଉଥିବା ଲୋକମାନେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଯାଆନ୍ତି। ଧନ୍ୟବାଦ୍ ଧର୍ମେନ୍ଦ୍ର ପ୍ରଧାନ ଆପଣ ଦେଉଥିବା ସମ୍ମାନ ଆପଣ ଙ୍କ ବ୍ୟକ୍ତିତ୍ୟ କୁ ଆହୁରି ମହାନ୍ କରିଦେଲା।
  • ଏହା ହେଉଛି ମାନବିକତାର ବଳିଷ୍ଠ ପ୍ରମାଣ
  • ସବୁ ଦଳର କର୍ମୀମାନଙ୍କୁ ଏହି ଘଟଣାରୁ ବହୁତ୍ କିଛି ଶିଖିବାର ଅଛି। ଲୀଳାମୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଏହା ସମ୍ଭବ ହୋଇପାରିଛି। ରାଜନୀତି ଠାରୁ ବହୁ ଉଚ୍ଚରେ ମଣିଷ ପଣିଆର ନୀତି। ଯାହା ଆଜି ଏଠାରେ ପ୍ରଭୁଙ୍କ କୃପାରୁ ଦେଖିବାକୁ ମିଳିଲା। ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ 🙏
  • @user-oq3iz5yg4c
    B j p ସନତନ ଧର୍ମର ପରମ୍ପରକୁ ମାନିଆସୁଛି ❤❤❤
  • @dushadusha2402
    ନବୀନ ବାବୁ ନା ନୁହେଁ it is a brand ❤❤