ବଡ଼ଦାଣ୍ଡରେ ଏମିତି କେବେ ହୋଇନଥିଲା | EX-CM Naveen Patnaik Reached In Puri Rath Yatra | N18V

799,246
0
Published 2024-07-08
ବଡ଼ଦାଣ୍ଡରେ ଏମିତି କେବେ ହୋଇନଥିଲା | EX-CM Naveen Patnaik Reached In Puri Rath Yatra | N18V BJD president Naveen Patnaik Arrives in puri to attend world femous rath yatra . The 'Pahandi' ritual, in which the deities are brought from the temple to the chariots, was completed around 2.15 pm. Descending from the 'Ratna Sinhasana', the bejewelled throne, the three deities were taken out of the temple down the 22 steps known as 'Baisi Pahacha' through the Lion's Gate.
#naveenpatnaik #bjd #naveen #odishapolitics #mohanmajhi #cmmohanmajhi
#jagannathpahandi #pahandibije #pahandirituals #rathyatra #Jagannath #purirathyatra #JagannathRathYatra2024 #ghoshayatra #jayjagannath #rathayatra2024 #srijagannatha #rathajatra #rathajatra2024 #puri
live,jagannath rath yatra live,bhagawan jagannath rath yatra live,live bhagwan jagannath rath yatra,rath yatra bhagwan jagannath,jagannath,bhagwan jagannath,puri live,jagannath rath yatra,jagannath rath yatra 2024,jagannath puri rath yatra,jagannath puri rath yatra 2024,jagannath ratha yatra,puri jagannath rath yatra,jagannath ratha,jagannath puri ratha yatra 2024,rath yatra 2024,puri rath yatra,jagannath yatra 2024,jagannath puri yatra,jagannath puri, rath yatra 2024,gundicha temple,puri rath yatra 2024 live,rath yatra live puri,bhavnagar rath yatra live,rath yatra live,jagannath rath yatra 2023 live,jagannath rath yatra route,jagannath rath yatra live telecast,rath yatra live 2024,jagannath yatra live,jagannath yatra story,jagannath rath yatra story,story behind rath yatra,live jagannath yatra, bahuda rath yatra 2024,gundicha temple,puri rath yatra 2024 live,rath yatra live puri,bhavnagar rath yatra live,rath yatra live,jagannath rath yatra 2024 live,jagannath rath yatra route,jagannath rath yatra live telecast,rath yatra live 2024,jagannath yatra live,jagannath yatra story,jagannath rath yatra story,story behind rath yatra,live jagannath yatra

#rathayatra #rathayatra2023 #jagannathrathayatra #jagannath #jagannathdham #purirathayatra #puri #News18Odialive #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.

News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ଛୋଟ ମୋଟ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇଁ ପାରିବେ ।

Please visit our website bit.ly/2YaikeJ for latest opinions and detailed news coverage.

Follow us on
Facebook: www.facebook.com/News18Odia
Twitter: twitter.com/news18odia?lang=en
Website: bit.ly/2YaikeJ

Subscribe our channel to get latest news and updates tinyurl.com/y46bt2fm

All Comments (21)
  • ମୁ ନବିନ ବବୁ ଙ୍କୁ ବହୁତ୍ ଭଲ ପାଏ , କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଏଭଳି କାର୍ଯ୍ୟ ଧନ୍ୟବାଦ ଯୋଗ୍ୟ ।❤❤❤❤
  • ସ ସମ୍ମାନ ସହ ନବୀନ ପଟ୍ଟନାୟକଙ୍କୁ ପାଛୋଟି ନେବା ଉଚିତ୍, କାରଣ ସେ ଅତି ଉତ୍ତମ ବ୍ୟକ୍ତି ବିଶେଷ
  • @kuldipAerotek
    ଏହି ଦୃଶ୍ୟ ହୃଦୟ କୁ ଖୁସି କରାଇ ଦେଲା ❤ ଏହାହିଁ ଆମ ଓଡ଼ିଶାର ସଂସ୍କୃତି
  • ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ବହୁତ ବହୁତ ଧନ୍ୟବାଦ ପୂର୍ବତନ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ର ବିରୋଧୀ ଦଳ ର ନେତା ଙ୍କୁ ଯହୁଁ ଭୋଲି ଭାବରେ ମଞ୍ଚ କୁ ପାଛୋଟି ନେଇଥିଲେ ପ୍ରକୂତ ରାଜନୀତି ର ପରିଚୟ ଦେଇଛନ୍ତି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିପ୍ରିୟ ତାଙ୍କୁ ମୁଁ ଅଶେଷ ଧନ୍ୟବାଦ ପ୍ରଭୁ ଜଗତର ନାଥ ଜଗନ୍ନାଥ ତାଙ୍କୁ କୋଟି କୋଟି ପରମାୟୁ ଦିଅନ୍ତୁ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ
  • ବହୁତ ଭଲ କାମ। ତେଣୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଓଡ଼ିଶାର ଲୋକଙ୍କ ହୃଦୟ ଜିତିଗଲେ।
  • ଆମେ ଏଥିରୁ ଶିଖିବାର ଅଛି । ଅନ୍ୟକୁ ସମ୍ମାନ ଦେବା ଗଣତନ୍ତ୍ର ସିଖାୟେ।
  • @user-es3hm8ko8u
    ଧର୍ମେନ୍ଦ୍ର ସାର୍ ଆପଣଙ୍କୁ ହୃଦୟରୁ ,ଧନ୍ୟବାଦ ଆପଣଙ୍କ ବ୍ୟବହାର ସ୍ଵାଗତ ଯୋଗ୍ୟ ଅଟେ।🙏🙏🙏
  • ଗୋଟିଏ ଛୋଟ ଭୁଲ ପାଇଁ ଆଜି ଆମେ ନବୀନ ପଟ୍ଟନାୟକ ଙ୍କୁ ଭୋଟ ମାଧ୍ୟମରେ ଦୂରେଇ ଦେଇଛୁ, କିନ୍ତୁ ଆତ୍ମାରୁ ନୁହେଁ । ଜଗନ୍ନାଥ ଆପଣଙ୍କୁ ସୁସ୍ଥସବଳ ଓ ନିରାମୟ ରଖିବାକୁ ହୃଦୟ ରୁ ପ୍ରାର୍ଥନା କରୁଛୁ । 🙏🙏🌹🌹
  • ବହୁତ ସୁନ୍ଦର ଧର୍ମେନ୍ଦ୍ର ଆଜ୍ଞା ନମସ୍କାର
  • ନବୀନ ପଟ୍ଟନାୟକ ଜଣେ ଉଚ୍ଚ ଶିକ୍ଷିତ ମଣିଷ ଓ ଜଣେ ଅଭିଜ୍ଞ ବ୍ୟକ୍ତିତ୍ୱ ❤️❤️
  • ଧର୍ମେନ୍ଦ୍ର ବାବୁ ଆପଣକୁ ଯେତେ ବି ଧନ୍ୟବାଦ ଦେଲେ କମ ପଡିବ ଆପଣଙ୍କ ପାଖରୁ ଅନ୍ୟମାନେ ବହୁତ କିଛି ଶିଖିବାର ଅଛି ଆପଣଙ୍କୁ ଶତ, ଶତ ପ୍ରଣାମ
  • @user-hx7ij1lu6d
    ଏହିପରି ମହାପୁରୁଷ ମାନଙ୍କ ପାଇଁ ଆମେ ଆଜି ଓଡ଼ିଆ ବୋଲି ଗର୍ବିତ। ତାକୁ କୌଣସି ରାଜନୈତିକ କାରଣ ଦର୍ଶାଇ ନାମ ଦିଅନ୍ତୁ ନାହିଁ।
  • ମହାମହିମ ରାଷ୍ଟ୍ରପତି ଭାଇ ନବୀନ ବାବୁଙ୍କୁ ଙ୍କୁ ସଂମାନ ଦେଲେ l❤️🙏❤️
  • @Aakamaabadi
    ଭାରତୀୟ ଜନତା ପାର୍ଟି ର ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ ଉସ୍ଥବରେ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲା ସେ ଆସି ମଧ ଶପଥ ଗ୍ରହଣ ଉସ୍ଥବରେ ଯୋଗଦେବା ଆମେ ସମସ୍ତେ ପ୍ରତ୍ୟକ୍ଷ ବା ଗଣମାଧ୍ୟମରେ ଏ ଦୃଶ୍ୟ ଦେଖିଲେ। କିନ୍ତୁ ବିଶ୍ଵ ବନ୍ଦିତ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ରେ ପୁର୍ବତନ ମୁଖ୍ୟମନ୍ତ୍ରୀ ମଞ୍ଚ ପାଖକୁ ଉଛୂକତାର ସହିତ ଯାଇ ମଞ୍ଚ ରେ ଉପସ୍ଥିତ ସମସ୍ତ ସମ୍ନାନସ୍ଫଦ ଅତିଥି ବୃନ୍ଦ ମାନଙ୍କୁ ତଳେ ଛିଡ଼ା ହେଇ ହାତ ଯୋଡ଼ି ବିନମ୍ର ପ୍ରଣାମ ଜଣାଉଛନ୍ତି। ଏଥିରୁ ମୁଁ ଏତିକି ବୁଝିଲି ଆମ ସମାଜରେ ଆଜି ଭାଇଚାରାର ଅଭାବ, ପଡୋଶୀ ସହିତ ମତାନ୍ତର, ମନାନ୍ତର ଏମିତିକି ଏତେ ମାତ୍ରାରେ ପରସ୍ପରକୁ ଘୃଣା କରିଥାନ୍ତି ଯେ ଜଣେ ମରିଗଲା ପରେ ମଧ୍ୟ ଅନେକ ମଶାଣିକୁ ଟିକେ ଦେଖିବାକୁ ଯାଇନଥାନ୍ତି କି ପଡୋଶୀ ପାଇଁ ସୁଧି ହେଇନଥାନ୍ତି । ନବୀନ ପଟନାୟକ ବୋଧେ ଏତିକି ଶିଖି ଛନ୍ତି ତାହା ହେଲା ବିନମ୍ରତା ଆଉ ଶିଷ୍ଟାଚାର ଆଉ ଭାଇଚାରା ର ମୁଲ୍ୟ କଣ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଉ ଭଳି ଭାବେ ନବୀନ ପଟ୍ଟନାୟକଙ୍କୁ ପାଛୋଟି ନେଇଯାଉଛନ୍ତି ଯେମିତି ଲାଗୁଛି ନିଜ ଭାଇଙ୍କୁ ଦେଖି ତାଙ୍କ ମନ ଖୁସିରେ ଉତଫୁଲିତ ହେଇଯାଉଛି।ମାସଟା ଭିତରେ ସେମାନେ ପରସ୍ପରକୁ ଆପଣେଇ ପାରୁଛନ୍ତି ହେଲେ ଆମ ଭିତରେ....... କାଇଁ ହେଇ ପାରୁନି।ଏହାର କାରଣ ଆପଣ କଣ ଭାବୁଛନ୍ତି......?Replay
  • @Rkhiddenfacts
    ଧର୍ମେନ୍ଦ୍ର ପ୍ରଧାନ ନବୀନ ବାବୁଙ୍କ ଉପରେ ଦେକେଇ ଥିବା respect ବହୁତ ଭଲ ଲାଗିଲା......, l
  • ଧମୈନ୍ଦ୍ର ପ୍ରଧାନ sir ବହୁତ ସୁନ୍ଦର କାର୍ଯ୍ୟରେ ଧନ୍ୟବାଦ ଯୋଗ୍ୟ ଜୟ ଜଗନ୍ନାଥ
  • ସନାତନ ପରମ୍ପରା, ସନାତନୀ ଧର୍ମେନ୍ଦ୍ର ପ୍ରଧାନ। 👏👏👏👏👏👏👏
  • @Bhagi-s7s
    ଧର୍ମେନ୍ଦ୍ର ଜଣେ ମହାନ ବ୍ୟକ୍ତତ ଓଡିଶା ପାଇଁ ସେଥିପାଇଁ ମୁଁ ବହୁତ ଖୁସି