Baga O Kankada - Katha Sarita // ବଗ ଓ କଙ୍କଡା - କଥା ସରିତା

2,664,486
0
Published 2021-03-17
04MAR 1502 KATHA SARITA BAGA O KANKADA

All Comments (21)
  • ହେ ସମୟ, ମୋ ପିଲା dina ମୋତେ pherei dia 😭😭😭
  • @legendrider800
    କିଏ କିଏ ଛୋଟବେଳେ ଏହି ଗପ ଦେଖିଛନ୍ତି ଲାଇକ କର ଛୋଟବେଳେ ଭାରି ଦେଖେ କଥା ସରିତା thank you DD national 🙏
  • ସତରେ ଏ ଇଣ୍ଟରନେଟ ପାଇଁ ହିଁ ଆମ ପିଲା ଦିନର କଥା ସବୁକୁ ପାଇ ପାରୁଛନ୍ତି ❤
  • ସତରେ,,ମନ ଭରି ଯାଉଛି ଏହି ପିଲାଦିନର କାହାଣୀ ଦେଖି..। ଏଭଳି କାହାଣୀ ଆଗରେ ଏବେର ଓଡ଼ିଆ ଦମନ ଫିଲ୍ମ ବି ଫିକା ପଡ଼ିଯିବ..🙂
  • ବହୁତ ଖୁସି ଲାଗୁଚି ଆମ ପିଲାଦୀନ କୁ ଏବେ ଆମ ପାଖରେ ପାଇ। କେତେ ସୁନ୍ଦର ଥିଲା ସେ ପୁରୁଣା ଦୀନ....
  • ମନଟା ମନଟା ଯେମିତି ହାଲକା ହେଇ ଗଲା. ପିଲାଦିନର ସ୍ମୃତି ଅଭୁଲା. ଧନ୍ୟବାଦ dd Odia.
  • ସତରେ ପୁରୁଣା ହେଲେ ମଧ୍ୟ ସଦାବେଳେ ନୂଆ, ଏହି ସବୁ କାହାଣୀ ରୂ ବହୁତ ଆନନ୍ଦ ମିଳୁଥିଲା, ଏଥିରେ କିଛି ଶୀଖିବାର ମଧ୍ୟ ଥିଲା 👍
  • @iamumesh8630
    ସେ ଦିନ ବି କାଣା ଦିନ ଥିଲା ❤
  • @babitaswain9088
    ସତରେ ମୋର ବହୁତ ପସନ୍ଦ ଏ କାହାଣୀ ଗୁଡ଼ିକ ❤
  • @satiysatiya8695
    2021 କୋଉ ମାନେ ଦେଖୁଛ ଏଭଳି ଗପ ଲାଇକ କର🏤
  • @subashnayak4611
    ଏ ହେଉଛି ପୁରୁଣା ଦିନର ଅଭୁଲା ସ୍ମୃତି 😌😌
  • @takecare9335
    ସତକଥା କହୁଛି ମୁଁ ଶୁଣିକି ବହୁତ ଖୁସି ହେଲି ଖୁସିରେ ଆଖିରେ ଦି ଟପା ଲୁହ ବାହାରିଲା ? ମୁଁ ମୋର ପିଲାଦିନକୁ ଫେରି ଯାଇଥିଲି ମୁଁ ବହୁତ ଖୁସି