Tragedy strikes as a law college professor kills father in Bhubaneswar | Nandighosha TV

291,844
0
Published 2024-07-03
#Bhubaneswar #Odisha #policecommissionerate #NandighoshaTV
Tragedy strikes as a law college professor kills father in Bhubaneswar | Nandighosha TV
ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ହତ୍ୟା। ରଙ୍ଗମାଟିଆ DHPL ଆପାର୍ଟମେଣ୍ଟରେ ହତ୍ୟାକାଣ୍ଡ । ବାପାଙ୍କୁ ହତ୍ୟା କଲା ପୁଅ । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.

Visit Our Website: nandighoshatv.com/
Watch Live: nandighoshatv.com/live/
YouTube: youtube.com/c/NandighoshaTV
Facebook: www.facebook.com/NandighoshaTV
Twitter: twitter.com/NandighoshaTV
Instagram: www.instagram.com/nandighoshatv/

Nandighosha TV Is Available On Following DTH Channels

* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

All Comments (21)
  • କେବଳ ସଂସ୍କାର ର ଅଭାବ,, ଶିକ୍ଷିତ ହେଲେ କଣ ହେଲା । ଏଣୁ ଶିକ୍ଷା ସହ ସଂସ୍କାର ବହୁତ ଜରୁରୀ ।
  • @cutekajal123
    ବାପା ଯେତିକି ଟଙ୍କା ଖର୍ଚ୍ଚ କରିକି ପାଠ ପଢ଼େଇଛନ୍ତି ସାରା ଜୀବନ କମେଇ ପାରିବ ବାପା ମାରିକି କଣ ମିଳିଲା ଯେତେ ପାଠ ପଢିଲେ କଣ ହେବ ଜ୍ଞାନ ଥାଇ ଓଜ୍ଞାନ ଶିକ୍ଷା ଥାଇ ଓଶିକ୍ଷିତ ମାନସିକ ରୋଗୀ ଲୋକ ଯୋଉ ଟଙ୍କା ପାଇଁ ମାରିଲୁ ସେହି ଟଙ୍କା ତମେ ମାନେ ସବୁ ଆଗକୁ ଉପଭୋଗ କରିଥାନ୍ତ ତମ ବାପା କଣ ଟଙ୍କା ସର୍ଗକୁ ଧରିକି ଗଲେ ki
  • କଦାପି ସେ ମିଷ୍ଟଭାଷୀ ନୁହନ୍ତି, ଏଭଳି ଚରିତ୍ର ପ୍ରଫେସର୍ ହେବା ପାଇଁ ଅଯୋଗ୍ୟ, ଯେଉଁ ଉଚ୍ଚଶିକ୍ଷିତ ଆପଣ କହିଲେ ସେଥିରେ ମୁଁ ଏକମତ ନୁହେଁ, ସାର୍ଟିଫିକେଟ କଦାପି ଶିକ୍ଷା ର ମାପକାଠି ନୁହେଁ।ଏ ଜଣେ ହତ୍ୟାକାରୀ, ଏଭଳି ପିତୃହନ୍ତା ଜଣେ ଅପରାଧିକ ଚିନ୍ତାଧାରା ର ବ୍ୟକ୍ତି ଏହାକୁ, କଠୋର ରୁ କଠୋର ଦଣ୍ଡ ଦିଆଯାଉ। ପୈତୃକ ସଂପତ୍ତି ରୁ ବଞ୍ଚିତ କରିବା ଉଚିତ୍। ରାଜରାସ୍ତାରେ ଅଣ୍ଟାରେ ଦଉଡ଼ି ବାନ୍ଧି ଚଲେଇ ଚଲେଇ ନେବା ଠିକ୍। ଆଇନ୍ ଯାହା ବି ହେଉ,ଏ ବ୍ୟକ୍ତି କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯାଉ।
  • ଜ୍ଞାନୀ ହେବେ ବାଟବଣା କଳୀଯୁଗର ଶେଷ ସଂକେତ ଜୟ ଜଗନ୍ନାଥ
  • ପିଲାମାନ ଙ୍କୁ ଅଧିକ ପାଠ ପଢ଼େଇଲେ ଏମିତି ଅବସ୍ଥା ହୁଏ ସବୁବେଳେ ପିଲାମାନଙ୍କୁ ଅଳ୍ପ ପାଠ ପଢ଼େଇ ରୋଜଗାର କରିବା ଶିଖାନ୍ତୁ
  • @bksethy1
    Wrong statement. He is Not educated. He is A certificate holder.
  • ଭଗବାନ କରନ୍ତୁ ଏମିତି ପୁଅ କୋଉ ବାପା ମାଆ ଙ୍କୁ ନ ମିଳୁ 🙏🙏
  • @saroj1296
    ତୁମେ କିଏ ବାପା କିଏ ପୁଅ କିଏ ଝିଅ ଭଉଣୀ କହିପାରୁନ
  • @routking8192
    ସମାଜ ର ଶିକ୍ଷିତ ଲୋକୋ ଏମିତି କରିବେ ଛି
  • ବୁଢ଼ା ବୋପାର ସମ୍ପତି ଲୋଭ ଯେତିକି, ଭେଣ୍ଡା ପୁଅର ବୋପାର ସମ୍ପତି ପ୍ରତି ଲୋଭ ସେତିକି 🙏
  • ଏଠି ତାଙ୍କ ଝିଅ ର ଭୂମିକା ନିହାତୀ ରହିଛି, ଝିଅ ନିଶ୍ଚିତ କିଛି ସମ୍ପତି ର ଲୋଭ ରେ ବାପା ମା କୁ ନିଜ ଆୟତରେ ରଖିଥିବ, ସେଥିପାଇଁ ପୁଅ ରାଗିକି ଏମିତି କରିଛି,
  • ଦୁର୍ବୁଦ୍ଧି ଯୋଗୁ, ବାପା ମା ସଂସ୍କାର ଦେଇ ନାହାନ୍ତି, ଆଗକୁ ଏହା ଆହୁରି ବଢିବ
  • @itsumesh663
    ବଡ ଲୋକ ହୋଇ ମରିବା ଖୁବ୍ ଜରୁରୀ ନୁହେଁ, ଭଲ ଲୋକ ହୋଇ ମରିବା ମହାପୁଣ୍ୟ , ପିଲାଙ୍କୁ ପାଠ ପଢି ଚାକର ହେବା ପାଇଁ ସ୍ୱପ୍ନ ନ ଦେଖାଇ ପିଲା ସଂସ୍କାର ଶିଖି ସଂସାର ଭିତରେ ଆଦର୍ଶ ସନ୍ତାନ ହୋଇ ବଞ୍ଚିବା ଦେଶ ସମାଜର ହିତ ପାଇଁ ଖୁବ୍ ଜରୁରୀ......🙏
  • ଅତ୍ୟଧିକ ଗ୍ୟାନ ରୁ ଗର୍ବ, ଖର୍ବ ହୁଏ
  • ଦିବ୍ୟ ଜ୍ଞାନ ନୁହେଁ କାଂଦ ଜ୍ଞାନ 'ପ୍ରାୟୟୋନ୍ ।କାଂଦ ଜ୍ଞାନର ଅଭାବ ତଥା ସାସ୍ଲାର୍ ଅଭାବ ।
  • ଶଳା ପ୍ରଫେସର ଟା ଚୋର ପରି ଦେଖାଯାଉଛି