Khola Katha EP 765| Exclusive Interview With Rabindra Narayan Mishra

1,169,111
0
Published 2022-08-24
Khola Katha EP 765| Exclusive Interview With Rabindra Narayan Mishra

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
YouTube: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: www.facebook.com/otvkhabar
OTV English Facebook : www.facebook.com/otvnews
Telegram @otvtelegram @otvkhabar
Twitter: twitter.com/otvnews
Instagram: www.instagram.com/otvnews/


#OdishaTV #OTV

All Comments (21)
  • Heart touching episode... ରବୀନ୍ଦ୍ର ନାରାୟଣ sir ଆପଣଙ୍କୁ ସବୁବେଳେ ମନେ ରହିବ.. ଏତେ ଶାନ୍ତ ସରଳ ଭାବରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ବିଷୟରେ ନିଜର ମତ ଏବଂ ଅନୁଭୂତି ବଖାଣି ଥିବାରୁ ଧନ୍ୟବାଦ 🙏🙏
  • @desicomedy468
    ଜୟ ଜଗନ୍ନାଥ ଭାଗବାନ ଆପଣଙ୍କୁ ଘଣ୍ଟ ଘୋଡ଼ାଇ ରଖନ୍ତୁ 🙏🙏🙏🙏sir
  • ଏହି ସବୁ କଥାକୁ ମୁଁ ଟିକି ନିକି ସୁଣି ହେ ମହାପ୍ରଭୁ ଜଗନ୍ନାଥଙ୍କ ରାଣ ଖାଇ କହୁଛି ମୁଁ କାନ୍ଦି ପକାଇଲି ଜୟ ଜଗନ୍ନାଥ🙏🙏🙏 ସବୁ ଆପଣଙ୍କ ଲିଳା
  • @CENEXPERIA
    ଆପଣଙ୍କୁ ସର୍ପ ର ଗର୍ଜନ ଶୁଭୁନଥିଲା କାରଣ ଆପଣଙ୍କ ଉପରେ ଶ୍ରୀ ଜଗନ୍ନାଥ ଙ୍କର କୃପା ଅଛି 🙏
  • ସାର୍ ପ୍ରଣାମ । ଆପଣ ସବୁଜାଣିଛନ୍ତି। ଜଗନ୍ନାଥଙ୍କ ନିଦ୍ଦେର୍ଶ ଅନୁଯାଇ ଯେତିକି ଦରକାର ସେତକ କହୁଛନ୍ତି। ଜୟ ଜଗନ୍ନାଥ।
  • 🙏 sir ଙ୍କ ଅନୁଭୁତି ଅଭିଜ୍ଞତାକୁ ମୁଁ ପ୍ରଣାମ କରୁଛି।ଜୟ ଜଗନ୍ନାଥ🙏
  • ଅତି ଆବଶ୍ୟକ ଥିବା ପ୍ରୋଗ୍ରାମ ର ଆୟୋଜନ କରି ଓ ଟି ଭି ର ମାନ ବଢ଼ାଇଲେ 🙏
  • ଆସିଥିଲ ବନ୍ଧୁ ଭଲ କଲ ବସିବାକୁ ନାହିଁ ଠା ଯୋଉ ବାଟେ ବାଟେ ଆସିଥିଲ ବନ୍ଧୁ ସେଇ ବାଟେ ବାଟେ ଯା
  • ଏଇ ଭଳି କିଛି ଲୋକ ମାନଙ୍କ ପାଇଁ ଆଜି ଏ ରାଜ୍ୟ ଚାଲିଛି ..ଏକ ଦାଇତ୍ୱବାନ୍ ରକ୍ଷ୍ୟକ
  • ମନ ଶାନ୍ତି ଲାଭ କଲା ମହୋଦୟ । ହୃଦୟ ର ସମସ୍ତ ତନ୍ର୍ତୀ ଭାବ ବିଭୋର ହେଇଗଲା। ହେ ମହାନ ଭକ୍ତ ଆର୍ଯ୍ୟପ୍ରବର ଆପଣଙ୍କୁ କୋଟି କୋଟି ପ୍ରଣାମ 🙏
  • ଭାବର ଠାକୁର ସେ, ଅଝଟ କାଳିଆ ସାଆନ୍ତ, ଭକ୍ତର ମନର ଠାକୁର ମୋ ଜଗନ୍ନାଥ, ତୋ ଭୂଜତଳେ ନିଜକୁ ମନେ କରେ ସୁରକ୍ଷିତ, ଆଶ୍ରିତ। ସବୁ ତୋର ଇଛା ସବୁ ତୋର ଲିଳା। 🙏☺❤
  • @bindassbabul
    ଏ ସାର୍ ଙ୍କ ହୃଦୟ ବହୁତ୍ ସଫା, କଥା ବାର୍ତ୍ତା କେତେ ସରଳ, ଆପଣ ବହୁତ୍ ଭାଗ୍ୟବାନ ସାର୍ ପ୍ରଭୁ ଜଗନ୍ନାଥ ଙ୍କୁ ଅନୁଭୂତି କରି ପାରିଛନ୍ତି 👌👌👌🙏🙏
  • ଶୁଦ୍ଧ ହୃଦୟ ରେ ପ୍ରଭୁ ଜଗନ୍ନାଥଙ୍କ ଆଗମନ ସବୁବେଳେ ରହିଛି ଆଉ ରହିଥିବ ..
  • Sir ଅପଣଂକ bayasa ଅନୁସାରେ ବହୁତ energetyic
  • @Msdash07
    ରବୀନ୍ଦ୍ର sir ଜଗନ୍ନାଥ ଙ୍କ ପ୍ରତି ଭକ୍ତି ତାଙ୍କ ବାକ୍ୟ ରୁ ଜଣା ପଡୁଛି। ଜୟ ଜଗନ୍ନାଥ
  • ମୁଁ ସେ ଦିନକୁ ଅପେକ୍ଷା କରିଛି ଯୋଉ ଦିନ କି ସମସ୍ତଙ୍କ ପାଇଁ ସମାନ ରୂପରେ ମହାପ୍ରସାଦ ମିଳିବ। ଧନୀ ଠୁ ଗରିବ ଯାଏଁ ସମାନ । ଗରିବ ଙ୍କୁ ମିଳୁନି ଧନୀ ସ୍ଵାଦ ଅନୁସାରେ ବାଛି କି ପ୍ରସାଦ ନଉଛି।
  • ସାର୍ ଆପଣଙ୍କୁ ପ୍ରଥମେ ସତ୍ ସତ୍ ନମନ ଯାହାହେଉ ଆପଣ କେତେଦିନ ର କଥା କହିଲେ ଆପଣ ଙ୍କର କଥାରେ ଆମେ ପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କଲୁ ଜୀବନରେ କେବେ ଭାବି ନଥିଲି ଯେ ଏତେ ପୁରୁଣା କଥା ଶୁଣିବୁ ବୋଲି କି ହେ ପ୍ରଭୁ ଆଜି କଣ ଦେଖିଲା ଏ ନୟନ ମୋ ଆୟୁଷ ଆପଣ। ଙ୍କୁ ଦେଇ ଦିଅନ୍ତୁ ପ୍ରଭୁ ଆପଣ ସବୁଦିନ ବଞ୍ଚି ଥାଆନ୍ତୁ ଏବ ଜଗନ୍ନାଥ ଙ୍କ ନାମ ଗାନ କରୁ ଥାଆନ୍ତୁ
  • @lipsa5949
    ଅପୂର୍ବ ଅନୁଭୂତି ସାର ଶୁଣିଲା ପରେ ଆଖି ଲୁହ ରେ ଭିଜି ଯାଉଛି, ଜୟ ଜଗନ୍ନାଥ 🙏🏻🙏🏻
  • ଅପୂର୍ବ ଅନୁଭୂତି ଶୁଣିଲାପରେ ଆଜି ଅଖୀ ଭିଜି ଗଲା, ଜୟ ଜଗନ୍ନାଥ 🥺🙏🙏
  • ପ୍ରତ୍ୟେକ କ୍ଷେତ୍ରରେ ରାଜନୀତି। ଭ୍ରଷ୍ଟ। ରାଜନୀତି ଯୋଗୁଁ ଆଜି ହିନ୍ଦୁ ଧର୍ମର ଏ ଅବସ୍ଥା।