Overcrowding and Lax Cordon System Lead to Tragic Incident during Rath Yatra

110,788
0
Published 2024-07-08
#କାହିଁକି_ଘଟିଲା_ଅଘଟଣ_ବିଭ୍ରାଟ ?
ତମାମ ସୁରକ୍ଷା, ରଥଟଣା ପାଇଁ ବ୍ୟବସ୍ଥାବଳି ଓ ମକଡ୍ରିଲ୍ ସତ୍ତ୍ବେ ରଥଯାତ୍ରା ବେଳେ କାଲି କାହିଁକି ସୃଷ୍ଟି ହେଲା ଠେଲାପେଲା ସ୍ଥିତି ?
#Puri #Jagannath #JagannathDham #OTV #OdishaTV

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
YouTube: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: www.facebook.com/otvkhabar
OTV English Facebook : www.facebook.com/otvnews
Telegram @otvtelegram @otvkhabar
Twitter: twitter.com/otvnews
Instagram: www.instagram.com/otvnews/


#OdishaTV #OTV

All Comments (21)
  • @swosti9.099
    ନୂଆଁ ସରକାର ନୂଆଁ ନିୟମ 😂😢
  • @pikunbhoi9007
    BJD ସରକାର ଥିଲା ବେଳେ କେବେ ବି ଏମିତି ହେଇନ ଥିଲା କେବେ ବି ଏଭଳି ସମାଚାର ଦେଖିନ ଥିଲୁ
  • @jchoudhury274
    ସେବକ ପଣ୍ଡା ମାନଙ୍କ ବହୁତ୍ ଭୁଲ୍ କରୁଛନ୍ତି ଶହ ଶହ ଲୋକ ରଥ ରେ କାହିଁକି ଚଡୁ ଛନ୍ତି ଦୂର ରୁ ଆସିଥିବା ଭକ୍ତ ମହାପ୍ରଭୂ ଙ୍କୁ ଟି କେ ହେଖି ପାରୁ ନାହାଁନ୍ତି ପଣ୍ଡା ମାନଙ୍କ ପାଇଁ ଜୟ ଜଗନ୍ନାଥ
  • @MyLove_SARADA
    3:22 ତତେ ଯଦି ମୁଁ ହାଣିବି, ସେଇଟା ହବ ମହାପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା 😂
  • @mahaktv7760
    କି ସେବକ ସବୁ ଗୋଟେ ଗୋଟେ ଠକ ..
  • ପ୍ରଶାସନ ର ସେତେଦିନ ର ବିଚାର ପରେ ବି କଣ ପାଇଁ ପାଇଁ ଫେଲ ମାରୁଛି ସୁରକ୍ଷା ବ୍ୟବସ୍ଥା ?
  • ଏ ପଣ୍ଡା ଏବଂ ପୋଲିସ ମିଛ କହୁଛନ୍ତି 😢 ମୁ ମଧ୍ୟ କାଲି ବଡଦାଣ୍ଡରେ ଦଳଚକଟା ରେ ଫସି ଯାଇଥିଲୀ।ମୋ ପାଖରେ ଜଣେ ବ୍ୟକ୍ତି ଙ୍କ ଜୀବନ ଚାଲିଗଲା ଏବ୍ଂ ଅନେକ ଲକ ଦଳଚକଟା ଭିତରେ ଚିଲଉ ଥିଲେ । ଏପରି ବିକଳ ଦୃଶ୍ୟ କେବେ ହେଇନଥିଲା । 😭😭 ଏହି ମୁହୁର୍ତ୍ତଟି ଏବେ ମଧ୍ୟ ମୁ ଭୁଲିପାରୁନୀ 🥺🙏⭕❗⭕🙏
  • @Sirshree
    ଚୋର ପଣ୍ଡା ସେବାୟତ ମାନେ ଚୋର ସବୁ ଚୋର ଗୁଡ଼ାକ ଚୋର ସବୁ ଚୋର ଗୁଡ଼ାକ ଚୋର ସବୁ ଚୋର ଗୁଡ଼ାକ
  • @_milu_creation
    ନୂଆ ସରକାର🤵‍♂️ ଇଏ କେବେ ଜାଣିଥିଲେ ? ନାଁ ଜାଣିଛନ୍ତି ? ହୁଏତ ଆସନ୍ତା ବର୍ଷ ଜାଣିପାରନ୍ତି , ନିୟମ ନ ଜାଣିଥିବାରୁ ନୂଆ ସରକାର ସେଥିପାଇଁ ଅଘଟଣ ହେଲା ବୋଲି ମୁଁ ଆଶା କରୁଚି 😔ଚାରି ଦ୍ୱାର ଖୋଲି ବି ନୂଆ ସରକାର ବନ୍ଦ କଲେ ନିୟମ ପ୍ରଣାଳୀ ନ ଜାଣିଥିବା ସରକାର ଯଦି ସରକାର ହୁଅନ୍ତି ତାହାଲେ ଏମିତି ହୁଏ 😔 ଆସନ୍ତା ବର୍ଷକୁ ଯଦି ଟିକେ ଅଘୁଆ ମାସେ ପର ଠାରୁ ଟ୍ରେନିଙ୍ଗୀ ଦିଆହୁଏ ତାହାଲେ ଆଶା କରୁଚି କିଛିଟା ଶାନ୍ତି ଶୃଙ୍ଖଳା ହୋଇପାରିବ 👍 ବିଜେଡି ସରକାର ଥିଲା ବେଳେ କେଭେବି ଏମିତି ହୋଇ ନଥିଲା କାରଣ ବିଜେଡି ସରକାର ଶାନ୍ତି ଶୃଙ୍ଖଳା କୁ ବହୁତୁ ଭଲ ପାଏ ସେ ସବୁବେଳେ ଶାନ୍ତି ଶୃଙ୍ଖଳା ର ସହିତ ପବିତ୍ର ରଥ ଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରେ ଯାହାକି ଭକ୍ତ ମାନଙ୍କର କିଛି ବି ଅସୁବିଧା ହୋଇ ନଥାଏ 🙏ଏବର୍ଷ ପ୍ରଭୁ ଙ୍କୁ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମାନେ ଦେଖିନାଁହାନ୍ତି 😔କି ଟିଭିରେ ହେଉକି ଟେଲି ଫୋନ ରେ ହେଉ live ଟେଲିକାଷ୍ଟ ରେ ମହା ପ୍ରଭୁଙ୍କୁ ଦେଖି ହୋଇନି 😔 କାରଣ ରଥ ଉପରେ ଖାଲି ସେବକ ମାନେ ଦେଖା ଯାଉଥିଲେ ! ଯୋଉ ଭକ୍ତ ମାନେ ଅସୁବିଧାର ସାନ୍ମୁଖୀନ ହୋଇଛନ୍ତି କି ମୃତୁ ବରଣ କରିଛନ୍ତି ମୋର ସନ୍ଦେହ ନୂଆ ସରକାର ଯୋଉ ପୋଲିସ ମାନଙ୍କୁ ଯୋଉ ଦାଇତ୍ୱ ଦେଇଥିଲେ ସେମାନେ ଯୋଉ ଭଳି ଭାବରେ ଭକ୍ତଙ୍କୁ ପ୍ରହାର କରିଛନ୍ତି ତାଙ୍କ ପ୍ରହରରେ ଭକ୍ତ ମୃତୁ ବରଣ କରିଛନ୍ତି କୌଣସି ଦଳା ଦଳି ରେ ନୁହଁ 👍 ଯଦି ଆସନ୍ତା ବର୍ଷ ଯଦି ପୂର୍ବରୁ ନୂଆ ସରକାର ଟ୍ରେନିଙ୍ଗୀ କରନ୍ତେ ଲାଗୁଚି ହୋଇଥିବା ତ୍ରୁଟି ଆସନ୍ତା ବର୍ଷକୁ ଠିକ ହୋଇପାରିବ 👍ମୋର ଏତିକି ଅନୁରୋଧ ମୋ ବିରୋଧୀ ସରକାର ( ବିଜେପି ସରକାର )🙏 ଜୟ ଜଗନ୍ନାଥ 🙏
  • ପଣ୍ଡା ସବୁ ଚୋର ମାନେ ସବୁ ତାଙ୍କର ଭୁଲୁ ସରକାର କର ଭୁଲୁ ନାହିଁ
  • @vigyan657
    New CM follows the step of Modi..Modi jemiti jaga pare jaga buluchhi aau desha ra karjya bhara prasanika officer chalauchhanti semiti Amara new CM khali jaga pare jaga buluchhi Khali lokanku misuchhi kintu taku kama Kariba tike bi Jana nahi...New CM has no experience...agaku aau kana kana hauchhi..
  • ଅନ୍ଧ ଭକ୍ତ କହିବେ ନବୀନ ବାବୁ ଦାଈ . ଆପଣ ମାନେ ଖୁସି ତ 🙏🙏🙏🙏
  • @user-dk4pq2nn6z
    Ratha upare jau panda babu mane rahuchanti kichi dekha jaunahanti.mahabhu ko
  • @qi82
    He ram he jagannatha