BJD Playing A Double Game | Nirbhay Gumara Katha

78,134
0
Published 2024-07-04

All Comments (21)
  • @jayalaxmi5517
    ଓଡ଼ିଶାର କିଛି ବିଜେପି ର ପଦପଦବୀ ରେ ଥିଲେ କିନ୍ତୁ ନିର୍ବାଚନ ପୂର୍ବରୁ ଜୟନାରାୟଣ ମିଶ୍ର ଯୋଗୁଁ ଓଡିଶା ର ଲୋକେ ଜାଣି ପାରିଲେ ଯେ ଏଭଳି ଦମ୍ ଥିବା ନେତା ବିଜେପିରେ ଅଛନ୍ତି, ଆଉ ବିଜେପିରେ ଯଦି ଗୋଷ୍ଠୀ କନ୍ଦଳ ବଢେ ତା ହେଲେ ନିକଟ ଭବିଷ୍ୟତରେ ଓଡ଼ିଶା ରେ ଆଉ କେବେ ମଧ୍ୟ ବିଜେପି ଉପରେ ଭରସା କରିବେ ନାହିଁ
  • ଦଳ ଭିତରେ ଦଳର ନେତାକୁ ଦଣ୍ଡ ମିଳିବା ଉଚିତ
  • ସାର ସବୁ ନାଟକ ର ଯବନୀକା ପଜିବ ! ଜଦି ମୋହନ ସରକାର ମଜୁବୁତ ହେବ। ED CBI should reach Odisha as soon as possible!ଚା ପରେ ଖେଳହେବ ।
  • ନିର୍ଭୟର ଚାରି ବର୍ଷ ପୂର୍ତ୍ତିର ଅଗ୍ରୀମ ଅଭିନନ୍ଦନ, ପ୍ରଭୁ ଜଗନ୍ନାଥ ନିର୍ଭୟକୁ ଓ ଆପଣଙ୍କୁ ଆଶୀର୍ବାଦ ଓ ସାହସ ଦିଅନ୍ତୁ
  • ଆପଣଙ୍କ ବିସ୍ଲେଷଣ ଅତି ଚମତ୍କାର 🎉🎉
  • BJD ସରକାର ଥିଲା ବେଳେ ଦରଦାମ ପାଇଁ କଣ କରିଥିଲେ
  • ମୋହନ ମାଝି ଓଡ଼ିଶା ଲୋକଙ୍କର ସ୍ୱାର୍ଥ ପାଇଁ କାମ କରିବେ ନା ବିଜେଡି ଲୋକଙ୍କୁ ବଞ୍ଚେଇବାକୁ କାମ କରିବେ? ସ୍ପଷ୍ଟ କରନ୍ତୁ।
  • @PURNA7382
    ଗଣତନ୍ତ୍ର ରାଷ୍ଟ୍ରରେ ଗଣ ବା ଲୋକ ମାନଙ୍କର ଜାଗ୍ରତ ହେବା ନିତାନ୍ତ ଆବଶ୍ଯକ। ଏଥିରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ଭୂମିକା ବୋହୁତ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କ ବିଶ୍ଲେଷଣ ଓ ନିର୍ଭୀକ ଉପସ୍ଥାପନା ପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆପଣଙ୍କ କଲ୍ୟାଣ ହେଉ, ମଙ୍ଗଳ ହେଉ ।
  • ମୋହନ ମାଝି ଯଦି ବିଜେଡି ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ କରି ପାରିବେ ତେବେ ମୁଖ୍ୟମନ୍ତ୍ରୀ ପଦ ଛାଡି ଦିଅନ୍ତୁ। ତଦନ୍ତ ଆଦେଶ ନଦେଇ ଅପେକ୍ଷା କରିବାର ମାନେ କଣ? କିଛି ଭିତିରି ବୁଝାମଣା ଚାଲିଛି କି?
  • ବହୁତ୍ ଭଲ ବିଶ୍ଳେଷଣ କରୁଛନ୍ତି। ସାହାସ ମାନିବାକୁ ହେବ । ସଦାବେଳେ ଏମିତି ବିଶ୍ଳେଷଣ ଚାଲୁଥାଉ । ଧନ୍ୟବାଦ୍ 🎉🎉🎉🎉।
  • ମରିବା ଆଗରୁ ଲୋକ ବାଚାଳିଆ ଚରିତ୍ର ଦେଖାଯାଏ, ଏଣୁ ଆପଣ ବୁଝନ୍ତୁ
  • କୋଇଲା ଚୋର ଧର୍ମେନ୍ଦ୍ର ପ୍ରଧାନ ଏ ଖେଳ ଖେଳୁନି ତ! କାରଣ ସେଇ ଶଳା ଟାର ପାଣ୍ଡିଆ ବବି ସହ ଭଲ ସମ୍ପର୍କ ଅଛି।
  • କେହିତ ନାଁହାନ୍ତି ଲୋକସଭାରେ bjd ର ଫାଳେ ଅଧେ ରାଜ୍ୟସଭାରେ ଅଛନ୍ତି, bjd ହେଉଛି ନିର୍ମୁଳି ତାର ନିହାତି ଗୋଟିଏ ଆଶ୍ରା ଦର୍କାର ଆଗରୁ bjp ଏବେ କଂଗ୍ରେସ ସାହାରା ହୋଇପାରେ, ସିଧାତ କହୁନି bjd ହୋହୋ ହେଉଛି ଆମକୁ bjp ରେ ମିଶା ଧିକ ନିର୍ଲଜ
  • ବାର୍ଷିକ ଜନ୍ମ ଦିବସ ଉପଲକ୍ଷେ ନୀର୍ଭୟ ଗୁମର କଥା କୁ ଅନେକ ଅନେକ ଶୁଭେଚ୍ଛା।ଆଉ ନବୀନ ସାର୍ କୁଂ ମୋର ପ୍ରଣାମ। ଆପଣଙ୍କ ବିଶ୍ଳେଷଣ ବହୁତ ଉଚ୍ଚକୋଟୀର। Thank you sir.👃👃
  • ଅନ୍ୟ କୁ ଏକ ଅଙ୍ଗୁଳି ଦେଖାଇବା ପୂର୍ବରୁ ନିଜ ଆଡକୁ ଚାରୋଟି ଆଙ୍ଗୁଳି ଦେଖାଯାଇଥାଏ, ଏହା ମନେ ରଖିଥାନ୍ତୁ।
  • ରାଜ୍ୟ ସରକାର ଙ୍କ ଗୃହଭେଦି ବିବିଷଣ ଙ୍କୁ ଖୁବ ଶୀଘ୍ର ଲୋକ ଲୋଚନକୁ ଅଣାଯାଉ l ଆପଣଙ୍କ ସତସହାସ କୁ କୋଟି କୋଟି ପ୍ରଣାମ 🙏🏼
  • ଅତି ସୁନ୍ଦର ବିଶ୍ଳେଷଣ ଓ ବର୍ଣନା, ସଠିକ୍ ଓ ଭବିଷ୍ୟତ ବାଣୀ ଭଳି ଲାଗୁଛି, ଧନ୍ୟବାଦ୍।
  • ବିଜେଡିର ନେତ୍ରୀ ଜଣେ କହିଥିଲେ ଦଳର କେହି ବାଳବଙ୍କା କରିପାରିବେନି ବୋଲି। କିନ୍ତୂ ଓଡ଼ିଶାର ଭୋଟରଗଣ ବିଜେଡିର କି ପ୍ରକାର ବାଳ ନିର୍ମୂଳ କଲେ ତାହା ସମସ୍ତଙ୍କୁ ଅବଗତ।ଏଣୁ ଏଥର ଭାଜପା ଖୂର ରେ ବିଜେଡି ଲଣ୍ଡା ହେବା ଥୟ।
  • ଯିଏ ହିନ୍ଦୁଙ୍କ ବିରୋଧ ରେନୁହେଁ, ଅନ୍ୟ ଧର୍ମ ବିରୋଧରେ କହିବ ସେ ସାମ୍ପ୍ରଦୟିକ ଦଳ। କହୁଥିବା ଲୋକମାନେ କେଉଁ ଧର୍ମ ର? ଏଇଟା କି ରାଜନୀତି।