କୁନି ଭକ୍ତକୁ ପୁରୀ ବୁଲାଇ ଆଣିଲେ ଭାବଗ୍ରାହୀ || Lord Jagannath|| Short Story||

314,286
0
Published 2023-02-13
କିଭଳି ଜଣେ କୁନି ଭକ୍ତଙ୍କୁ ଖାଇବାକୁ ଦେଇ ପୁରୀ ବୁଲାଇ ଆଣିଲେ ପ୍ରଭୁ ଜଗନ୍ନାଥ ଶୁଣନ୍ତୁ... #lordjagannath #shortstory #odiastory #jagannathpuri

All Comments (21)
  • ଭାଇ ସବୁଦିନ ଗୋଟିଏ ଗୋଟିଏ ଜଗନ୍ନାଥ ଙ୍କ ଅନୁଭୂତି ର ଭିଡ଼ିଓ ପୋଷ୍ଟ କରନ୍ତୁ. ଭାଇ ମୋର ତୁମ ପ୍ରତି ଏତିକି ପ୍ରଣାମ ଜୟ ଜଗନ୍ନାଥ 🙏🙏🙏ଜୟ ସାରା ସଂସାର ଜଗନ୍ନାଥ ମୟ ହେଉଯାଉ.
  • @pcreation2879
    ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭଵତୁମେ!! ⭕❗⭕❤❤💐💐💐🙏🙏🙏🙏🌷💐❤❤❤
  • ଦୀପଟିଏ ମତେ କରିଦିଅ ପ୍ରଭୁ...🙏🙌😰 ଶ୍ରୀମନ୍ଦିରେ ଜଳୁଥିବି...🙏🙌😰 କରୁଥିବି ନିତି ତୋର ଦର୍ଶନ...🙏🙌😰 ଲୋଡା ନାହିଁ ପ୍ରଭୁ ଯଶ ଆଉ ମାନ...🙏🙌😰 ତୁଳସୀ ପତର କରିଦିଅ ପ୍ରଭୁ...🙏🙌😰 ତବ ସେବାରେ ଲାଗିବି...🙏🙌😰 ଦୀପଟିଏ ମତେ କରିଦିଅ ପ୍ରଭୁ...🙏🙌😰 ଶ୍ରୀମନ୍ଦିରେ ଜଳୁଥିବି...🙏🙌😰 ଆଖି ଲୁହ ମୋର କରୁଛି ଅର୍ପଣ...🙏🙌😰😰😰 ଭକତିକୁ ମୋର କର ହେ ଚନ୍ଦନ...🙏🙌😰😰😰 ଫୁଲଟିଏ ମତେ କରିଦିଅ ପ୍ରଭୁ...🙏🙌😰 ପାଦ ତଳେ ରହିଥିବି...🙏🙌😰 ଦୀପଟିଏ ମତେ କରିଦିଅ ପ୍ରଭୁ...🙏🙌😰 ଶ୍ରୀମନ୍ଦିରେ ଜଳୁଥିବି...🙏🙌😰
  • @HyperPrabhu
    ପ୍ରଭୁ ସବୁବେଳେ ମୋ ବାପା ମା କୁ ଭଲରେ ରଖନ୍ତୁ
  • ବନ୍ଧୁ ଆପଣକଂ ଉପସ୍ଥାପନ ଏତେ ସୁନ୍ଦର ଯେ କାଳିଆ ଠାକୁରଙ୍କ କଥା ଶୁଣି ଶୁଣି ଆଖିରେ ଲୁହ ଆସିଯାଏ ।। ଅମାନିଆ ଲୁହାଗୁଡ଼କୁ ଅଟକାଇ ପରି ହୁଏନି । 😭😭😭
  • @aadhikari7615
    ଅତି ସୁନ୍ଦର କାହାଣୀଟିଏ 🙏ଏ କାହାଣି ଶୁଣିବା ଭିତରେ କେତେବେଳେ ଯେ ଆଖିରୁ ଦୁଇ ଦୁଇ ଧାର ଲୁହ ଗଡିଗଲା ଜଣାପଡିଲାନି 🙏ଧନ୍ଯ ପ୍ରଭୁ କାଳିଆ ଠାକୁର🙏 ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
  • @HyperPrabhu
    ଏ ଘଟଣା ସମ୍ପର୍କରେ ଶୁଣି ମୋ ଦେହ ସିତେଇ ଉଠିଲା ଆଉ ମୁଁ ଜାଣିନି ପ୍ରଭୁ ଜଗନ୍ନାଥଙ୍କ ଡୋରି କେବେ ଲାଗିବ ମୁଁ ଜାଣିନି ପ୍ରଭୁ ମୁଁ ସମସ୍ତକୁ ଛାଡ଼ି ପାରିବି ହେଲେ ତୁମକୁ ନୁହେଁ ପ୍ରଭୁ ଜୟ ଜଗନ୍ନାଥ🙏🙏🙏🙏🙏
  • @payelrout611
    ଜୟ ଜଗନ୍ନାଥ ⭕️‼️⭕️ବୋହୁତ ସୁନ୍ଦର ଆଉ ହୃଦୟ କୁ ଛୁଇଁ ଗଲା ପ୍ରଭୁ ଜଗନ୍ନାଥ ଙ୍କର ଏଇ କାହାଣୀ ଟି ⭕️‼️⭕️🙏
  • ଜୟ ପରଂବ୍ରହ୍ମ 🙏ନିରାକାର ପ୍ରଭୁ🙏🙏🙏
  • @nimanayak9698
    ବହୁତ ସୁନ୍ଦର କାହାଣୀଟିଏ 🙏❤️🙏ଜୟ ଜଗନ୍ନାଥ 🙏 ମହାପ୍ରଭୁଙ୍କ ମହିମା ଅପାର 🙏 ମୋ କାଳିଆ ସାଆନ୍ତ ଙ୍କ ମହିମା ଅପାର 🙏🙏🌺❤️🌺🙏ଜୟ ପ୍ରଭୁ ଜଗନ୍ନାଥ❤️❤️🙏🙏
  • ହେ ଅନନ୍ତକୋଟି ବ୍ରହ୍ମାଣ୍ଡର ନାଥ... ଯାହା ସବୁ ଆପଣଙ୍କ ଆଜ୍ଞା....
  • ଜୟ ଜୟ ଜଗନ୍ନାଥ ମହାପ୍ରଭୁ 🙏🏻⭕️‼️⭕️🙏🏻ତାର ଦୟାର ସୀମା ନାହିଁ.. ସେ ଅନନ୍ତ, ଅସୀମ.. ସେ ମୋର କାଳିଆ ଠାକୁର 🙏🏻🌹🙏🏻🙏🏻🌹🙏🏻ସୁନ୍ଦର କାହାଣୀ ଟିଏ 🙏🏻ଧନ୍ୟବାଦ ଭାଇ 🙏🏻
  • @kaliabhoi365
    ଜୟ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ
  • ପ୍ରବୀଣ ଭାଇ ଉପସ୍ଥାପନାଟି ଅତି ସୁନ୍ଦର ହେଇଛି।ହୃଦୟକୁ ଛୁଇଁ ଆଖିରୁ ଧ।ର ଧାର ଲୁହ ବହି ବାକୁ ଲାଗିଲା ।କଳା ସାଆନ୍ତେ କୁନି ଭକ୍ତର ମନସ୍କାମନା ପୂରଣ କଲେ । ଜଗତରେ ନାଥ ଜଗନ୍ନାଥଙ୍କୁ କଣ ବା ଅଛପା ।🙏🙏🙏🙏⭕‼️⭕🙏🙏🙏🙏
  • ହେ ପ୍ରଭୁ ଜଗନ୍ନାଥ ତୁମେ ଏ ଜଗତ ର ହର୍ତା କର୍ତା ଦ ଇବ ବିଧାତା 🌹🙏🌹
  • 🙏 ଜୟ ଜଗନ୍ନାଥ 🙏 କରି କରାଇଥାଏ ସେହି ତା ବିନୁ ଅନ୍ୟ ଗତି ନାହିଁ ।
  • @Happy-mv1kx
    ସେ କାଳିଆ ସାଆନ୍ତ ଜଗତର ନାଥ ଜଗନ୍ନାଥ ତାଙ୍କ କୃପା ଭାଗ୍ୟ ରେ ଥିଲେ ମିଳେ ଜୟ ଜଗନ୍ନାଥ 🙏
  • ଜୟ ଜଗନ୍ନାଥ ସ୍ବାମୀ କି ଜୟ 🙏🙏🙏🙏🙏🙏🙏
  • @user-lk5uw8pt8v
    🙏 ଆପଣଙ୍କ କାହାଣୀ ବହୁତ ସୁନ୍ଦର ଶୁଣିଲେ ଆଖିରେ ଲୁହ ଆସିଯାଉଛ, ଜାଣିନି ମୋତେ ହାତ ଠାରି ଡାକିବେ କେ ଜାଣି, ସବୁ ତ ଇଚ୍ଛା ପ୍ରଭୁ ଜଗନ୍ନାଥ 🙏🙏🙏🙏
  • Ahe Prabhu Jagnnath.Nirash Karibani Mahaprabhu.Khyama Kara Sabu Dosha Mora.Sansara Sukhi Rakha.Mora b emit Anubhuti Kareidia Mahaprabhu.Jagannath Swami Nayanapathagami Bhabatume.Jay Jagannath