ଓଡିଶାରେ ଆଳୁକୁ ଦେଖି ଟେନସନ୍‌ରେ ମମତା, ପୁଣି ଦିଦିଙ୍କୁ ପାନେ ଦେଲେ ମୋହନ ସରକାର ! ଏବେ କେଉଁଠି ବିକିବେ ଆଳୁ...

324,214
0
Published 2024-08-04
Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.

Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - www.facebook.com/OdishaBhaskar
TWITTER - twitter.com/odishabhaskar
INSTAGRAM - www.instagram.com/odishabhaskar/
#odishabhaskar #latestnews

All Comments (21)
  • ପଶ୍ଚିମ ବଂଗର ଏକଚାଟିଆ ବ୍ଯବହାରର ସଠିକ୍ ଜବାବ। ବିକଳ୍ପ ରହିବା ଦରକାର। ଆମେ ଏଣିକି ସ୍ବାବଲମ୍ବୀ ହେବା ଉଚିତ୍।
  • ଆଳୁ ଚାଷ ଓଡ଼ିଶାରେ କରାଯାଉ ❤ ମୋର ସରକାରଙ୍କୁ ଅନୁରୋଧ ବୀହନ ଯୋଗାଇ ଦିଆଯାଉ❤
  • ଦିଦି ନୁହେଁ ଇହେ ବୁଡି ଗଧି...😅😅😅😅😅😅😅😅
  • ମୂଖ୍ୟ ମନ୍ତ୍ରୀ ମହୋଦୟ ଠିକ ପଦକ୍ଷେପ ନେଇଛନ୍ତି। ଚିଠି ଆଳୁ ଉପରେ ନିର୍ଭର କରନ୍ତୁ ନାହି।
  • Good Chief Minister of odisha public 🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
  • @pk5993
    ଉତ୍ତର ପ୍ରଦେଶ is best
  • ଆଳୁ ଆଣିବା ଚିନ୍ତା ନ କରି ଓଡିଶାରେ ଉତ୍ପାଦନ କରିବା ଚିନ୍ତାକର ।
  • ଅନ୍ୟ ରାଜ୍ୟ ରୁ ଆଣିବା ଚିନ୍ତା ଛାଡ଼ି ଆମ ଓଡ଼ିଆ ଚାଷୀ ମାନଙ୍କୁ ପ୍ରୋଛାହ୍ନ ଏବଂ ଆର୍ଥିକ ସହୋଜୋଗ ଦେଲେ ଆମ ଓଡ଼ିଶା ରେ ହିଁ ଆଳୁ ଚାଷ ହେଇପାରିବ । ନା କଣ କହୁଛନ୍ତି ମୋହନ ବାବୁ ?🤔
  • @niladri5954
    ନବୀନ ବାବୁ ଙ୍କୁ ସେ ତାଙ୍କ ଆଳୁ ଦିଅନ୍ତୁ🤭
  • @rupa1073
    Good ଏମିତି ଆଗକୁ କରିଚାଲ😊 ମୋହନ ସରକାର ପାଇଁ ଗୋଟେ😊👍ସତ କି ମିଛ ଏ ଖବର ଭାକ୍ସର ନ୍ୟୁଜ୍ କୁ ଜଣା😂😂
  • ମୋହନ ଙ୍କ କାର୍ଯ୍ୟ କୁ ପ୍ରଶଂସା କରୁଛି । ଏବେ ନବୀନ ଭଉଣୀ ର ଗର୍ବ ନଷ୍ଟ ହେବ । ଉଦ୍ଦତ ମମତା ଦିଦି ଏବେ କୌଣସି ପ୍ରକାର ବଦମାସ କାର୍ଯ୍ୟ କରିବା ପୂର୍ବରୁ 3 ଥର ଚିନ୍ତା କରିବେ ।
  • ହଁ, ଦିଦି ଙ୍କର ପୁରା ମେଲା ହେଇଯାଇଛି
  • @sewanayak945
    ଚିଠି କୁଆଡ଼େଗଲା ଆଳୁ ଆସୁ 😜
  • @jchoudhury274
    ଆଳୁ ଚାଷ କୁ ଓଡ଼ିଶା ରେ ଅଗ୍ରାଧିକାର ଦିଆଯାଉ ବର୍ଷେ 2 ବର୍ଷ ପରେ ଆଳୁ ସମସ୍ୟା ରହିବ ନାହିଁ ଜୟ ଜଗନ୍ନାଥ
  • ଓଡ଼ିଶାରେ ଆଳୁ ଚାଷ ଅଧିକରୁ ଅଧିକ କରାଯାଉ