Puri Jagannath Ratnabhandar Mystery |'ମୁଁ ଦେଖିଛି ଭିତର ରତ୍ନଭଣ୍ଡାର ' |Odia News |News18 Odia Exclusive

1,004,097
0
Published 2022-08-12
Puri Jagannath Ratnabhandar Mystery | 'ମୁଁ ଦେଖିଛି ଭିତର ରତ୍ନଭଣ୍ଡାର ' | ଶ୍ରୀମନ୍ଦିର ରତ୍ନଭଣ୍ଡାରରେ କେତେ ପ୍ରକାରର ଅଛି ସୁନା ଅଳଙ୍କାର ? | ମହଣ ମହଣ ଅଳଙ୍କାର ଦେଖିବାକୁ ଲୋକଙ୍କ ଉତ୍ସାହ | n18oc_national
#Purinews #Ratnabhandarissue #Jayjagannath #purijagannathtemple #Purijagannathtemple #odianews #news18odialive


Live Odia News | ଲାଇଭ୍ ଓଡିଆ ନ୍ୟୁଜ୍ | Latest Odia Breaking News Today | Live Odia TV | Odisha TV Updates

News18 Odia is one of India’s leading news channels. Please follow up page to watch live and breaking news with the latest videos added every hour.
News18 ଓଡ଼ିଆ ହେଉଛି ଓଡିଶା ର ନାମୀ ଦାମୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ . ଆପଣ ଏହି ଚ୍ୟାନେଲରେ ଓଡ଼ିଶାର ଟିକି ନିଖି ଖବର ପାଇ ପାରିବେ

Please visit our website bit.ly/2YaikeJ for latest opinions and detailed news coverage.

Follow us on
Facebook: www.facebook.com/News18Odia
Twitter: twitter.com/news18odia?lang=en
Website: bit.ly/2YaikeJ

Subscribe our channel to get latest news and updates tinyurl.com/y46bt2fm

All Comments (21)
  • ଆମ ଜଗନ୍ନାଥ ମହାପ୍ରଭୁ ଯେତେ ମୁଲ୍ୟବାନ, ତାଙ୍କ ଅଳଙ୍କାର ଵି ସେତିକି ମୁଲ୍ଯବାନ୍।। ଜୟ ଜଗନ୍ନାଥ 🙏🙏🙏 ମହାପ୍ରଭୁ।।।
  • ଆମ ଜଗନ୍ନାଥ ତ ଅମୂଲ୍ୟ....... ଜୟ ଜଗନ୍ନାଥ........
  • ସବୁ ମୋ ବାବା ଜଗନ୍ନାଥ ଙ୍କ ରତ୍ନ । ମୋ ବାବା ର ଥିଲେ ଆମେ ବହୁତ୍ ଖୁସି । ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
  • ମହାପ୍ରଭୁ ଯେତେ ମୂଲ୍ୟବାନ ତାଙ୍କ ଅଳଙ୍କାର ବି ସେତିକି ମୂଲ୍ୟବାନ। ଜୟ ଜଗନ୍ନାଥ 🙏🙏🙏🙏
  • Sri thanks ଆମେ ପୁରୀଜିଲ୍ଲା ର ହୋଇକି ବି ଆମେ ଯାଣିନଥିଲୁ ଆମେ thank s ତମକୁ ମୋର ଆଉ ଓଡ଼ିଶା ବାସୀ ବହୁତ ଖୁସି
  • @gourajena7860
    ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଜଗନ୍ନାଥଙ୍କ ବରିଷ୍ଠ ପ୍ରଶାସନିକ ଶ୍ରୀ ରବିନାରାୟଣ ପାତ୍ରଙ୍କ ଆଲୋଚନା।
  • ପ୍ରଭୁ ଜଗନ୍ନାଥଙ୍କ ଲୀଳାମୟ। ତାଙ୍କ ରହସ୍ୟକୁ ଜାଣିବା ସମ୍ଭବ ନୁହେଁ।ଜୟ ଜଗନ୍ନାଥ 🙏🙏🙏
  • ହେ ପ୍ରଭୁ ଆପଣଙ୍କ ରତ୍ନ ଭଣ୍ଡାର ଆପଣଙ୍କ ଠାରୁ ଅଧିକ ମୂଲ୍ୟ ବାନ ନୁହେଁ 🙏🏻🙏🏻🙏🏻ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻
  • ଆଜିକାଲି ଯେଉମାନେ ରତ୍ନଭଣ୍ଡାର ଖୋଲିବାକୁ ଯାଉଛନ୍ତି ସେମାନେ ମନ୍ଦଉଦ୍ଦେଶ୍ୟ ନେଇ ଯାଉଛନ୍ତି ।ସେଥିପାଇ ଡରୁଛନ୍ତି
  • ରତ୍ନଭଣ୍ଡାର ଯିଏବି ଦେଖୁ ମହାଶୟ,ସବୁ ଧନ ହିନ୍ଦୁ ଜାତିର ମଥାର ମଣି ଠାକୁରରାଜାଙ୍କ ନିର୍ଦ୍ଦେଶରେ କେବଳ ହିନ୍ଦୁଙ୍କ ପାଇଁ ଧର୍ମ ରଖ୍ଯା ଉଦ୍ଦେଶ୍ଯରେ ଖର୍ଚ୍ଚ କରାଯାଉ ।ସରକାରଙ୍କର ଏଥିରେ କୋଣସି ଅଧିକାର ନା଼ହିଁ ବୋଲି ମୋର ମତ ।ଜୟ ଜଗନ୍ନାଥ ।
  • ଅସଲି ରତ୍ନ ସବୁ ରତ୍ନ ସିଂହାସନେ ବିରାଜିଛନ୍ତି ଆମର ଆଉ କିଛି ଲୋଡା ନାହି
  • ଦୟାକରି ରତ୍ନ ଭଣ୍ଡାର କଥା ଗୁପ୍ତ ହି ରଖନ୍ତୁ କାରଣ ମାଳିକା ରେ ବର୍ଣ୍ଣିତ ଅଛି ଋଷିଆ ନେଇଯିବ ଭାରତକୁ ଏହା ଯେପରି ସତ୍ୟ ନ ହେଉ ଜୟ ଜଗନ୍ନାଥ ସ୍ଵାମୀ ଏହି ସବୁ ପ୍ରଭୁଙ୍କ ଗୁପ୍ତ ବିଷୟ କାହିଁକି ଆଲୋଚନା କରୁଛନ୍ତି କେତେ ମୂଲ୍ୟ ଏହି ସବୁ ଆଲୋଚନା କରନ୍ତୁ ନାହିଁ କାରଣ ପ୍ରଭୁ ଜଗନ୍ନାଥ ହେଉଛନ୍ତି ପୃଥିବୀ ରେ ସର୍ବଶ୍ରେଷ୍ଠ ଅମୂଲ୍ୟ
  • ଜୟ ଜଗନ୍ନାଥ ବହୁତ ଭାଗ୍ୟବାନ ଲୋକ ଯିଏ କି ପ୍ରଭୁ ଜଗନ୍ନାଥଙ୍କ ସମ୍ପୂର୍ଣ ରତ୍ନଭଣ୍ଡାର ନିଜ ଆଖିର ଦେଖିଛନ୍ତି ପ୍ରଭୁଙ୍କର ଡୋରି ନ ଲାଗିଲେ ପାଖରେ ଥାଇ ବି ତାଙ୍କୁ ଦର୍ଶନ କରିହୁଏନି ଜୟ ଜଗନ୍ନାଥ
  • ଜୟ ଜଗନ୍ନାଥ 🙏🏻🙏🏻ପ୍ରଭୁ ଙ୍କ ହିସାବ ପ୍ରଭୁ ହିଁ ଜାଣନ୍ତି ସାଧାରଣ ଲୋକଙ୍କ ଜାଣିବା କିଛି ଦରକାର ନାହିଁ ।
  • Bahut dhanyawad news 18 odia Ku. aapananka madhyama re aame aama thakuranka bisaya re janibaku Pailu. Jay Jagannath 🙏
  • @amiyabhanu
    🚩🙏ଜୟ ଜଗନ୍ନାଥ🙏🚩
  • ଆମେ କିଛି ଜାଣିବାକୁ ପାଇଲୁ thasnk🙏🏼🙏🏼 sar 🙏🏼🙏🏼🙏🏼🙏🏼👌👌👌👌👌👌ଅମେ ଓଡ଼ିଶା ବାସୀ ବହୁତ ଖୁସି 🙏🏼🙏🏼🙏🏼🙏🏼