୨୪ ବର୍ଷ ଧରି ବିଜେଡିରେ ପାଦ ଚାଟୁଥିଲେ ଦିବ୍ୟସିଂହ ଦେବ

225,556
0
Publicado 2024-07-02

Todos los comentarios (21)
  • ଆମ ଓଡ଼ିଶା, ଆମ ଦେଶ, ଆମ ଠାକୁର, slat କଥା ଉଠୁଛି କେଉଁଠି ? ❤️👍👍👍
  • @user-sm1mv6ds4h
    ରାଜାଙ୍କର ଏଭଳି ମନ୍ତବ୍ୟରେ ଭକ୍ତଙ୍କ ମନକୁ କୁଠାରାଘାତ କରୁଛି । ଏଭଳି ହେଲେ ରାଜାଙ୍କୁ କେହି ସମ୍ମାନ ଦେବେ ନାହିଁ ।
  • ଭାଇନା ବହୁତ ଭଲ କଥା କହିଲେ ମନକୁ ଛୁଇଁଲା
  • @tukunabehera8932
    ପାଣ୍ଡିଆନ ଗୋ ମାଂସ ଖାଇଥିବା କମିଆ ଜାନି କୁ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିଥିଲା ତୋ ରାଜା ସେତେବେଳେ କୋଉଠି ଶୋଇଥିଲା ସେତେବେଳେ shirt booking କରିନଥିଲେ କାହିଁକି ପୁରୀ ମହା ରାଜା କୁହନ୍ତୁ
  • ଭାଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍, ପ୍ରକୃତରେ ଓଡ଼ିଆ ରକ୍ତ ପ୍ରବାହିତ ହଉଛି
  • @BabaJCBBaba-e8w
    Bravo ... Bravo my dear ... 👍 ଜଗନ୍ନାଥଙ୍କୁ ଡଲା ଅଟୋରେ ବୁଲେଇ ଭିକ ମାଗିଲା ବେଳେ ରାଜା କାହିଁ ପଦେ ତ ଆପତ୍ତି କରିନଥିଲେ,,,,,
  • @user-en1uk5xs1n
    ଧନ୍ୟବାଦ ଭାଇଙ୍କୁ, ଆପଣଙ୍କ କଥା ସମସ୍ତ ଓଡ଼ିଆଙ୍କ ହୃଦୟକୁ ଛୁଇଁଲା ଭଳି 🙏🙏🙏ଜୟ ଜଗନ୍ନାଥ
  • @sumantabhoi1492
    ଠିକ କଥା କହୁଛ ଭାଇ, ଗଜପତି ବି ବିଜେଡି ପାରଟି ର
  • ଭାଇ ମଞ୍ଜ କଥାଟି କହିଲ ଧନ୍ୟବାଦ୍ ଜୟ ଜଗନ୍ନାଥ ଜୟ ବଳଭଦ୍ର ଜୟ ଦେବୀ ସୁଭଦ୍ରା ।
  • @user-fc2kf1kw5n
    ପ୍ରକୁତରେ ବିଜେଡି ସରକାର ଥିଲା ସମୟରେ ଆମ ରାଜା ଯାହା ବି କିଛି ପ୍ରତିକ୍ରିୟା ଦେଉଥିଲେ ଲାଗୁଥିଲା ସେ ଯେମିତି କାହା କୁ ଡରୁଥିଲେ
  • @sagarpandit7029
    ଠିକ୍ କଥା କହିଛ ଭାଇ ଯୋଉ ରାଜା ମୁସଲିମ ସମ୍ପ୍ରଦାୟର ଫକିର ପାଖରେ ଯାଇ ମୁଣ୍ଡ ନୁହଉଛି ସିଏ କୋଉ ଟାଇପ୍ ର ରାଜା ମୁଁ ବୁଝପାରୁନାହିଁ
  • ରାଜା ସେତେବେଳେ ବିଜେଡିର ଓ ନବୀନର ଚାଟୁଥିଲେ
  • @kalyanpanda5885
    ରଜା ଆମର ବଢିଆ ରାଜନୀତି କରୁଛନ୍ତି
  • ମହାରାଜା ଙ୍କୁ ହୃଦୟରୁ ଭକ୍ତି ଭରା ପ୍ରଣାମ,,, ଆମ ଓଡିଶା ର ଗର୍ବ ଓ ଗୌରବ ହେଉଛନ୍ତି ଆମ ଗଜପତି ମହାରାଜା...ଚଳନ୍ତି ଜଗନ୍ନାଥ ଙ୍କ ସ୍ଵରୂପ ଆମ୍ଭେ ଆମ୍ଭ ମହାରାଜା ଙ୍କୁ ହୃଦୟ ରେ ସ୍ଥାନ ଦେଇଚୁ, ମହାରାଜାଙ୍କର ଏଭଲି ମନ୍ତବ୍ୟ ମନ ଆଉ ହୃଦୟକୁ ଗଭୀର ଭବରେ ଆଘାତ କରୁଚି... ଆମ୍ଭେ ଏଭଳି ମନ୍ତବ୍ୟ କେବେବି ମହାରାଜା ଙ୍କ ପାଖରୁ ଆଶା କରି ନଥିଲୁ ...
  • ଦେଶରୁ ରାଜତନ୍ତ୍ର ଯାଇଛି କିନ୍ତୁଆମ ରାଜା ପୁରୀ ଗଜପତି ଯିଏ କି ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ,ଆଜି ବି ସାଢେ଼ ଚାରି କୋଟି ଓଡ଼ିଆ ଙ୍କ ହୃଦୟ ରେ ରାଜା। ଶ୍ରୀ ମନ୍ଦିର ସ୍ବାର୍ଥ ରେ ସେ ମୁହଁ ଖୋଲିବା କଥା ନିର୍ଭୟରେ। ସିଏ ମୁହଁ ଖୋଲିଲେ ଓଡ଼ିଶା ହଲଚଲ ହେବ।ତାଙ୍କ ପ୍ରତି ପ୍ରତ୍ୟେକ ଓଡ଼ିଆ ଙ୍କ ର ସମ୍ମାନ ଅଛି।
  • @subashsahoo3527
    ଅତି ସୁନ୍ଦର ଉପସ୍ଥାପନା ମଞ୍ଜି ଜାଗାରେ ହାତମାରିଦେଲ ଜୟ ଶ୍ରୀ ଜଗନ୍ନାଥ 🙏🙏🙏🚩
  • @saradasahoo2409
    ଯଦି ଓଷାବ୍ରତ କିଛି ପର୍ବପର୍ବାଣୀଗୁଡିକ ଦିନରେ ଭିଡ ହେଲେ କି ଲାଇନରେ ଛିଡା ହେଲେ କଷ୍ଟ ସରକାରଙ୍କ ଦୋଷ ଧାର୍ମିକ ଭାବନାରେ ଯଦି ଚାରିଦ୍ଵାର ଖୋଲାହେଲା ଛୁଟି ପଡିଲା ଏତେ ମାତ୍ରାରେ ଭକ୍ତ ଆସିଲେ ଭିଡ ହେଲା ସେଥିରେ ବି ସରକାର ଦୋଷୀ କୋଉ କାଳର ଶ୍ରୀମନ୍ଦିର ପୁଣି ମହାପ୍ରଭୁଙ୍କ ନିତୀକାନ୍ତିର ବହୁତ ନିୟମ ନିଷ୍ଠା ଅଛି ଯାହା ଭାରତର କୌଣସି ମନ୍ଦିର ରେ ନାହିଁ। ଏଠି ପରା ଲୋକ ଉଦାହରଣ ଦିଅନ୍ତି ସେ ସିରିଡିରେ ଏମିତି ସୁବିଧା ସେ ତିରୁପତିରେ ସେମିତି ସୁବିଧା ସେ ଅମୂକେଇ ମନ୍ଦିର ଭଳିଆ ସୁବିଧା କୋଉଠି ନାହିଁ ସେଥିପାଇଁ ଡିଜିଟାଲ ଭକ୍ତଙ୍କ ପାଇଁ ଡିଜିଟାଲ ବ୍ଯବସ୍ଥା ବୋଧେ ସରକାର କରୁଛନ୍ତି ଏଠି ପରା ଲୋକ ଡାକ୍ତର ଯଦି କହିବ କି ପେଟ କମେଇବା ପାଇଁ ସକାଳୁ ଉଠି ମୁହଁ ନଧୋଇ ପାଞ୍ଚ କିଲୋମିଟର ଚାଲୁଛନ୍ତି ବାହାଘର ଭୋଜିରେ ମଟନ ଖାଇବା ପାଇଁ ଅଇଁଠାରେ ସାଲୁବାଲୁ ହୋଇ ଲାଇନରେ ଛିଡାହେଉଛନ୍ତି କିନ୍ତୁ ଜଗନ୍ନାଥ ବଲ୍ଲଭ କାରପାର୍କିଂରୁ ଶ୍ରୀ ମନ୍ଦିର ପର୍ଯ୍ୟନ୍ତ ଚାଲିବାକୁ କଷ୍ଟ ବଡ ଦାଣ୍ଡରେ ଖାଲି ପାଦରେ ଚାଲିବାକୁ କଷ୍ଟ ଏ ଘୋର କଳିଯୁଗର ଲୋକ ମାନଙ୍କୁ କୌଣସି ସରକାର ପ୍ରଶାସନ ଗଜପତି କି ନିଜେ ଜଗନ୍ନାଥ ମହାପ୍ରଭୁ ବୁଝେଇ ପାରିବେନି ସେଥିପାଇଁ ଦାରୁବ୍ରହ୍ମ ରୂପରେ ଲୀଳାକରୁଛନ୍ତି ଦ୍ବାପର ଯୁଗରେ ସିନା ଗୋଟିଏ ଦୁର୍ଯ୍ଯୋଧନ ଥିଲା ତା ଅହଙ୍କାର ଭାଙ୍ଗି ଛଳରେ ଲୀଳାକଲେ ଏଠି ପରା କୋଟି କୋଟି ଦୁର୍ଯ୍ଯୋଧନ ଗୁଣର ଲୋକ ଜନ୍ମ ନେଇଛନ୍ତି ମହାପ୍ରଭୁ ବି ବଡଚିନ୍ତାରେ ଥିବେ ।ଯିଏ ପ୍ରକୃତ ଭକ୍ତ ତାର କିଛି ଚିନ୍ତାନାହିଁ ଦିନବନନ୍ଧୁ ତାର ପାଖେ ପାଖେ ଅଛି ଦର୍ଶନ ନହେଉ ହୃଦୟରେ ତ ଅଛି ତାର ନାମ ଶୁଣିଲେ କି ଗାଇଲେ ଭାବର ଅଶ୍ରୁ ବହୁଛି ଆଉ କଣ ଦରକାର। ଜୟ ଜଗନ୍ନାଥ