ରଥରେ ଝୁମିଲା ପୁରା ଗାଁ / Rupa Pin2 Khushi

Published 2024-07-09

All Comments (21)
  • ନନ୍ଦିଘୋଷ ବିଜେ ନନ୍ଦ ନନ୍ଦନ ଏ ଗୀତ ଟି କାହାକୁ କାହାକୁ ଭଲ ଲାଗୁଚି 👍👍(ମତେ ଟିକେ କରନ୍ତୁ )
  • @LenkaDebiprasad
    ଭାଇ ଏଇ ବର୍ଷର ରଥ ଟଣା ଦେଖି ବହୁତ ସୁନ୍ଦର ଲାଗିଲା ଆଉ ଗୀତ ସାଙ୍ଗକୁ ଓଡ଼ିଶୀ ନୃତ୍ୟ ବହୁତ ସୁନ୍ଦର ହେଇଛି ଜୟ ଜଗନ୍ନାଥ love you all ❤❤❤❤❤❤❤❤❤❤❤❤❤❤
  • @pratiksha984
    କେନ୍ଦୁଝର ଜିଲ୍ଲାରୁ କେଉଁ ମାନେ ଭାଇଙ୍କ Video ଦେଖୁଛନ୍ତି ଗୋଟିଏ Like କରନ୍ତୁ 😍😍 Jay Jagannath 🙏🥰🙏
  • @sabita-eu6ce
    ସବୁ ସ୍ତ୍ରୀ ମାନଙ୍କୁ ଏମିତି ନାଚିବାକୁ ମନ ହୁଏ କାରନ ବୋହୁତ୍ ଲୋକ ବୋହୁତ୍ କଥା କୁହନ୍ତି ହେଲେ କାଳିଆ ଆଗରେ ସବୁ ମନ ରୁ ଲିଭି ଯାଏ ......😢❤ ଗୀତ ତ ବହୁତ ଭଲ ହେଇଛି ସବୁ ବେଳେ ଏମିତି ଖୁସି ରେ ରୁହ ❤❤
  • ସବୁ ପ୍ରଭୁ ଙ୍କ ଇଚ୍ଛା ରେ ତାଙ୍କ ଯାତ୍ରା ବହୁତ ଭଲ ଭାବରେ ଅନୁଷ୍ଠିତ ହୋଇଛି କିନ୍ତୁ ଠାକୁର ରାତ୍ର ସମୟରେ ଯାତ୍ରା କରିବା କଥା ନୁହ। ଚେଷ୍ଟା ସନ୍ଧ୍ୟା ପୂର୍ବରୁ ଠାକୁର ଙ୍କୁ ପହଣ୍ଡି କରିବା ପାଇଁ।
  • ନନ୍ଦୀଘୋଷେ ବିଜେ ନନ୍ଦ ନନ୍ଦନ ଗୀତଟି ବହୁତ୍ ଭଲ ଲାଗିଲା ପୁରା ସୁପର ହିଟ ହେଇଚି ❤❤❤❤❤❤❤❤❤❤❤❤❤❤❤
  • ଜୟ ଜଗନ୍ନାଥ ବହୁତ୍ ଭଲ ଲାଗୁଛି ଭାଉଜ ଙ୍କ ନାଚ
  • Rupa bhauni gote maa nk abatar se jeuthi thibe sehi jaga hi swrg pari lagiba Rupa pai aji pintu Bhai aji I jaga re satare Bhai bahut locy mo rupa bhauni ku paichha kotia re gotiae ama bhauni rupa God bless you rupa bhauni aahuri agaku jaa❤❤❤❤❤❤❤ Love you 19:54
  • @user-td4dy9ji8e
    ଅରୁଣ ଭାଇ କୁ ଭି ଗୁଟେ ଧୋତି ହେବା ଦରକାର ସମସ୍ତେ ଧୋତି ପିନ୍ଧିଛ ତାଙ୍କୁ ଭି ଗୁଟେ ଦେବ ପିନ୍ଧିବେ ବାହୁଡା଼ ରେ....Jay Jagannath... 🙏🙏
  • @LifeofBasanta
    ସୁନ୍ଦରଗଡ଼ ରୁ କିଏ କିଏ ଦେଖୁଛ ଟିକେ ଲାଇକ କରନ୍ତୁ ଜୟ ଜଗନ୍ନାଥ ⭕‼️⭕
  • Samast kete sundhr dance karuchhnti samaste kete sundhr bhabre ମିଶିକି rath yatra karuchhnti amiti sabu Badshah karntu bhautu bhal laguchu emiti jay jagannath ରଖିଥାନ୍ତୁ ଖୁସିରେ so beautiful Khushi maa love you so much 🔥🔥💕😍😍🙏😍🔥🔥💕💕♥️🙏
  • ସମସ୍ତେ ବହୁତ୍ ଭଲ ନାଚୁଥିଲେ 🥰🥰👌👌👍😂❤ u all ମହାପ୍ରଭୁ ଶ୍ରୀଜଗନ୍ନାଥ ତୁମ ମାନଂକୁ ଭଲରେ ରଖିଥାନ୍ତୁ ❤ ଖୁସି ମା ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ 🙏🙏🙏
  • @Krishan-katha1
    Pintu bhai pura really person dekhile bahut bhal laguchi
  • @monalisha070.
    Aei Gita ku bahut thara sunile b ahuri nua laguchhi ❤️❤️❤️❤️❤️❤️sabuthu best song ❤️❤️❤️❤️❤️❤️❤️
  • @mantubehera2370
    Jay jagannath 🙏ଭାଇ ଭାଉଜ ଭିଡ଼ିଓ ଟି ବହୁତ ବହୁତ ସୁନ୍ଦର ଲାଗୁଚି ଭାଇ ରଥ ଯାତ୍ରା ଟି ବହୁତ ବହୁତ ଧୁମ ଧାମ ରେ ହେଲା ଦେଖି ବହୁତ ବହୁତ ଖୁସି ଲାଗୁଚି ଏମିତି ସମସ୍ତେ ଭଲ ରେ ଥାନ୍ତୁ lovu all family all tha best 👍
  • @japanimalla6816
    Bahut sunder heaichi Jay gaganath 🙏 beautiful ❤️❤️❤️❤️❤️👌👌🥰🙏 beautiful family members ❤❤❤❤
  • ଭାଇ ମୁ ଆଗେ ଦେଖିଲି ଭଲ ହେଇଛି ଭିଡିଓ ଜୟ ଜଗନ୍ନାଥ 🙏🙏 ଯାଜପୁର