After BJD joins Opposition walkout... || Editorial Show(EP-247) || ODISHA PULSE

97,131
0
2024-07-04に共有

コメント (21)
  • ମରଣ କାଳେ ନିଦ୍ରା ଗଲେ, ଯମ କି ଛାଡ଼ି ଦେବ ଭଲେ ? ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
  • କଂଗ୍ରେସ କୁ ଯିବା ଦରକାର ଆସନ୍ତା ଇଲେକ୍ସନ କଂଗ୍ରେସ
  • ବିଜୁ ଜନତା ଦଳ କୁ ଏକମାତ୍ର କଂଗ୍ରେସ ହିଁ ସାବାଡ କରିବ।ଅତୀତରେ ବିଜେଡ଼ି ହିଁ ଦ୍ଵଂଶ କରିଛି କଂଗ୍ରେସ କୁ। ହେ ମୋର କଂଗ୍ରେସ ର କର୍ମକର୍ତ୍ତା ଆପଣମାନେ ଅତୀତ ର ପ୍ରତିଶୋଧ ନିଅ ।ସବୁ ବିଜେଡି ନେତାଙ୍କୁ କଂଗ୍ରେସ କୁ ଆଣ । କଂଗ୍ରେସ ର ହୃତ ଗୌରବ କୁ ଫେରାଅ।
  • ବିଜେଡି ନେତା ଯେଉଁ ଦଳକୁ ଗଲେ କେହି ଆଉ ଭୋଟ ଦେବେନି କାରଣ ସେ ପୁରା "ମାର୍କାଦିଆ ଚୋର " ଓଡିଶା ବାସୀ ଭଲ ଭାବରେ ଜାଣିଛନ୍ତି ଏଥର ଯେଉଁମାନେ କେବଳ ଟଙ୍କା ଦେଇ ଭୋଟ କିଣିଛନ୍ତି. ଯାହା କି ନିଜ ଦଳର କଟକ ଚୋଦ୍ୱାର ର ପୂର୍ବତନ ବିଧାୟକ ନିଜେ କହିଛନ୍ତି ସେ 88 କୋଟି ଖର୍ଚ୍ଚ କରିଛନ୍ତି
  • ବିଜେଡି ର କଂଗ୍ରେସ ବିନା ଅନ୍ୟ ଗତି ନାହିଁ କଥାରେ ଅଛି ତୁତ ମୁତୁରି ମୁତ ମୁତୁରି ହେଂ କାହିଂ ପାଇଁ କରିବା
  • ଜରାସନ୍ଧ ର ଯେତେବେଳେ ମରିବା ସମୟ ଆସିଲା, ସେ ଭୀମ କୁ ଡାକିଲା - ଆ ଲଢ଼ା ଲଢି ହେବା ,ଖୋଲି କି ଆଉ ଲେଖିବା
  • ଦୁର୍ଗା ବାବୁ ଆପଣ ଭଲ ଭାବରେ ଜାଣିଛନ୍ତି ବିଜେପି - ବିଜେଡି ମଧ୍ୟରେ ଭଲ ସମ୍ପର୍କ ଅଛି. ଏହା କେବଳ ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ. ଯଦି ପ୍ରକୃତ ବିରୋଧ କରେ ବିଜେଡି ବେଶୀ ସମୟ ଲାଗିବନି ଅମିତ ଶାହ ଙ୍କୁ ସିଧା କରିବା ପାଇଁ ଏହା 100% ସତ୍ୟ ବିଜେଡି ସରକାର ମାତ୍ରାଧିକ ଦୁର୍ନୀତି କରିଛି. କାରଣ ସିଏ ବି ସେହି ଆଶା ରେ ଅଛନ୍ତି..
  • Bjd ପୁଣି ଆସିବ ଅପେକ୍ଷା କର.. ଆଉ ଅଯଥା ଗୁଜବ ସୃଷ୍ଟି କଣ ପାଇଁ କରୁଚ
  • ବିଜେଡି କେବେ ରାଜ୍ୟର ସ୍ୱାର୍ଥ ପାଇଁ କାର୍ଯ୍ୟ କରିଛି?
  • ଠିକ୍ କରୁଛନ୍ତି ତମେ ଡରୁଛ କାହିଁକି ତମର ଭାରି ପୋଡୁଛି