"ବିସ୍ଫୋରଣରେ ମୃତ୍ୟୁର ୩ ଘଣ୍ଟା ପୂର୍ବରୁ ରାଜୀବ ଗାନ୍ଧୀ ମୋତେ କହିଥିଲେ..." || EP - 08 | Argus Podcast

149,522
26
Published 2024-05-17
"ଶ୍ରୀମା, ମୋ ନାଁ ଦେଇଥିଲେ । ଇନ୍ଦିରା ଗାନ୍ଧୀ ମୋ ଜନ୍ମଦିନରେ ଆସୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ନାତି ହୋଇ ବି କେବେ ନାଲିବତି ଗାଡିରେ ବସିନି" ।
#argusdigital #arguspodcast #Suparnosatpathy #arguspodcastwithsangram #SangramwithArgus #KichiKathaKichiBarta #specialprogramme ‪@SuparnoSatpathy‬

Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.

To stay updated on-the-go,

Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: www.facebook.com/argustvdigital
Youtube-   / @argusdigital.official  
Instagram: www.instagram.com/argustvdigital/

All Comments (21)
  • @manasdas5715
    ସୁନ୍ଦର ସାକ୍ଷାତକାର ଟିଏ ଥିଲା 👍
  • @sr-pt1ge
    ଜଣେ ବହୁତ୍ ବଡ଼ ମୁଖ୍ୟମନ୍ତ୍ରୀ ଙ୍କ ନାତି ହେଲେ ଟିକେ ବି ଗର୍ବ ନାହିଁ ..you are very down to earth
  • Jay jagannath 🙏🏻🙏🏻🙏🏻🙏🏻🙏🏻 bahut sundar bahut sundar bahut bhala ❤❤❤❤❤❤🎉🎉🎉🎉🎉🎉🎉🎉🎉
  • @LgBoyCreation21
    ବୋହୁତ ଧନ୍ୟବାଦ ଅର୍ଗୁର ଚାନେଲ ସତ କୁ ସାମ୍ନାକୁ ଆଣି ଥିବାରୁ 🙏
  • @rankanayak9953
    ଠିକ୍ କଥା କହିଛନ୍ତି ସାର, ବହୁତ ଭଲଲାଗିଲା
  • @ajayajena319
    ନନ୍ଦିନୀ ଶତପଥୀଙ୍କର ମହତ ପଣିଆ କଥା ଶୁଣି ବହୁତ ଭଲ ଲାଗିଲା।
  • @abhayajena9099
    ଆମ ଘରେ ବି ରାଜୀବ ଗାନ୍ଧୀଙ୍କ ମୃତୁଦିନ ସ୍ତବ୍ଧ ହୋଇଯାଇ ଥିଲେ, ରୋଷଇ ବନ୍ଦ ହୋଇଥିଲା, ଆଉ ବଡ଼ ବଉଣୀ ର ଲାଗିଥିବ ବରଘର ଦେଖା ଭାଙ୍ଗି ଯାଇଥିଲା 😌😌😌
  • ନନ୍ଦିନୀ ଶତପଥୀ ଙ୍କ ବିଷୟରେ ଶୁଣି ବହୁତ ଖୁସି ହୋଇଗଲି କିରଣ ମୋ ଛୋଟ ବେଳ କଥା ବହୁତ ମନେ ପଡିଗଲା ମନଟା ଭାରି ଭଲ ଲାଗିଲା
  • ଉପସ୍ଥାପନା ଶୈଳୀ ବହୁତ ଭଲ. 21 may, 1991, ରାତି ପାଖା ପାଖି 12 ଟା ରେ ମୋ ଡାଡିଙ୍କୁ wireless message ମିଳିଥିଲା -"ରାଜୀବ ଗାନ୍ଧୀ assassinted, guard against breach of peace". ସେ ରାତି କୁ ଭୁଲି ହେବ ନାହିଁ.
  • ଏହି ଭଳି କିଛି ବ୍ୟକ୍ତି ସାମ୍ନା କୁ ଆସିବା ଦରକାର
  • ବହୁତ ସୁନ୍ଦର କାର୍ଯ୍ୟକ୍ରମଟିଏ। ରାଜନୀତି ସହିତ ଏମିତି ନିଆରା କାର୍ଯ୍ୟକ୍ରମ ଜାରି ରଖନ୍ତୁ । ବହୁତ ଭଲଳାଗିର ଲା।
  • Nandini satapathy only one super chief minister a historical legend of odisha administration Na agaru kehi thile na agaku Kia asibe we proud of her exilencey
  • @abhayajena9099
    ଆପଣ ରାଜନୀତି କୁ ଆସନ୍ତୁ, ଓଡିଶା ରେ କଂଗ୍ରେସ ଧରାଶାୟୀ, ଜାତୀୟ କଂଗ୍ରେସ ରେ ଯେଉଁ ମହାନ ଆତ୍ମା ମାନେ ସାମିଲ ଥିଲେ, ସେମାନଙ୍କ ଆତ୍ମାଙ୍କୁ ମନେ ରଖିବାକୁ ଆମ ରାଜ୍ୟରେ କଣ ଜାତୀୟ କଂଗ୍ରେସ କୁ ରଖିବାକୁ କେହି ନାଁହାନ୍ତି 🤔🤔🤔
  • You are a blessed child 💗🌹🙏👍 The Divine Mother Choose you,Om 🌹❤️
  • @user-de7ff2bg4n
    ସଂଗ୍ରାମ ଭାଇ ଆପଣ କର କହିବା ସଳି ଭଲ ଲାଗେ
  • ପ୍ରସିଦ୍ଧ ଗୀତିକାର ଅଲେଖ ବିଶ୍ଵାଳ ଙ୍କ ସାକ୍ଷାତକାର କରନ୍ତୁ ଅନୁରୋଧ 🙏