ରାମଚଣ୍ଡୀ ପୀଠରୁ କେଉଁଆଡେ ଗାଏବ ହୋଇଗଲା କଳାପାହାଡ ? The Black History of Odisha | Story of Kala Pahad

92,640
0
Published 2023-03-25
ରାମଚଣ୍ଡୀ ପୀଠରୁ କେଉଁଆଡେ ଗାଏବ ହୋଇଗଲା କଳାପାହାଡ ? The Black History of Odisha | Story of Kala Pahad
#historyofodisha #odiadevotional #odiamythology
***
Vtv Odia is an infotainment channel with a vision to publish meaningful, awareness, informative and entertainment contents catering all section of people to implement new ideas and thoughts to give new flavor to our viewers. Hope you all appreciate our effort and keep blessings us and share your new and innovative thoughts for betterment and unique programs for you🙏🏿
Thanks & regards.
VISION TRACK.
[email protected]

Copyright Reserved @Vtv Odia 202

All Comments (21)
  • ସେ କଳାପହାଡ ଟା ଆତଂକବାଦୀ କାହିଁକି ଏତେ ଚର୍ଚା। ସେ ବେଧଛୁଆ କୁ ହଣା ହୋଇଛି
  • କଳାପାହାଡ଼ ନାମରେ ପରିଚିତ ଗାଁ ଟିଏ ଆଳି ବ୍ଲକ ରେ ଅଛି। ଏହା ଆଳି ବଜାର ନିକଟ ରେ ବଡ ମହଲା ସାନ ମହଲା ନିକଟରେ କଳାପାହାଡ଼ ଗାଁ ରହିଛି।ଲକ୍ଷ୍ମୀ ବରାହ ଜୀଉ ମନ୍ଦିର ଭାଙ୍ଗିଲା ବେଳକୁ ବହୁତ ଗୁଡ଼ିଏ ବାରାହାପଲ ତାଙ୍କୁ ଆକ୍ରମଣ କରିଥିଲେ।ଫଳରେ ସେ ଖଣ୍ଡିଆ ଖାବରା ହୋଇ ମରିଗଲେ ବୋଲି କାହାଣୀ ରହିଛି।
  • କଳାପାହାଡ଼ ଙ୍କୁ ବୋଧେ ମା ସମଲେଶ୍ଵରୀ ମାରିଥିଲେ ବୋଲି କୁହାଯାଏ
  • କଳାପାହାଡ଼ ମୋଗଲମାରୀ ଯୁଦ୍ଧ ରେ ମରିଥିଲା. ଉତ୍କଳ ଇତିହାସ -କୃପାସିନ୍ଧୁ ମିଶ୍ର.
  • @ashisdas8649
    🕉।ହର ହର ମହାଦେବ।🕉🕉।ହର ହର ମହାଦେବ।🕉🕉।ହର ହର ମହାଦେବ।🕉🕉।ହର ହର ମହାଦେବ।🕉🕉।ହର ହର ମହାଦେବ।🕉😊
  • @ceekay9911
    ଭଲା ରାମଚନଡି ଭଲ।ରେ କଳାପାହାଡ଼ କୁ ଦୁଆରେ ବସାଇ ଭଲ। ପାଣି ଆଣି ଗଲାରେ।
  • @sdbaral7721
    Kala-pahad is a condemnable title in Odia...stress it in expression. Dont heroise a killer...
  • Jai Shree Jagannath Mahaprabhu Saranam 🙏💐🙏 . Jai Iswar Mohanty 🙏
  • @user-mu2xh5lc4x
    Hinjilicut kanaka Durga mandira re pasi parila nahi. Au ferigala. Mundia marikie. Jai maa kanaka Durga.
  • Gotie muslim maikina pain se kala pahada heigala , dekhare kemiti bisakanya jibana ku chhar khaar kare
  • @akashjena7675
    କଲା ପାହାଡ଼ ମା ବିରଜା ପଦ ତଳେ ଅଛନ୍ତି ମୁ ଶୁଣିବାକୁ ପାଇଛି
  • ସମ୍ବଲପୁର ର ଦୁର୍ଗା ପାଲି ରେ କଳାପାହାଡ଼ ର କବର ଏବେ ବି ଅଛି