ମାନିଲେନି ସରକାରଙ୍କ ନିୟମ, ପୋଲିସ ମାଡ଼ରେ ମହିଳା ହେଲେ ଗୁରୁତର | ଥାନା ଆଗରେ ଶୋଇ ରହିଲେ ମହିଳା

158,038
0
Published 2024-07-05
Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.

Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - www.facebook.com/OdishaBhaskar
TWITTER - twitter.com/odishabhaskar
INSTAGRAM - www.instagram.com/odishabhaskar/
#odishabhaskar #latestnews

All Comments (21)
  • ୨୪ ବର୍ଷ ର ଅଭ୍ୟାସ କଣ ବଦଳିଯିବ? କୁହାଯାଏ ମଲା ପରେ କୁଆଡେ ଅଭ୍ୟାସ ତୁଟେ? ଅର୍ଥ ଓ କ୍ଷମତା ମଣିଷକୁ ଅନ୍ଧ କଲେ ଅନ୍ୟାୟ ହେବ ହିଁ ହେବ। ଏକ ମାତ୍ର ସମାଧାନ ଚାକିରୀ ରୁ ବହିଷ୍କାର।
  • @MNMP2024
    ଏଠି କଣ ଏସ. ପି .ଶୋଇଛନ୍ତି !
  • ନିଲମ୍ବିତ ହେଲେ ପୁଣି ତ ଚାକିରି କରିବେ ନା ଲାଭ ହେଲା କଣ୍, ଏମିତି ଅଫିସର୍ ମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଚାକିରି ରୁ ବାହାର କରିଦେଲେ ବହୁତ୍ ଭଲ ହେବ। ଦବଙ୍ଗ ଦେଖାଉଛନ୍ତି ପୋଲିସ୍ ବାବୁ ମାନେ
  • @kamlugond292
    ଓଡ଼ିଶା ପୁଲିସ କୁ ଏଭଳି ଚର୍ଯ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଜି ହାଉ କଣ କଣ କରୁଛନ୍ତି ଭାବିଚୈନ୍ତି କର 😭😭😭😭😭💝💐🥀🌹🇮🇳🇮🇳👍🌹
  • ପୋଲିସ ମାନଙ୍କ ଜୋଗୁ ମଦ ବିକ୍ରି, ଚୋରି ,ମଡର , ଜମି ବାଡି ବିବାଦ, ଅନେ କେସ ରେ ଲୋକ ମାନଙ୍କ ଠାରୁ ଲାଞ୍ଚ ଖାଇ ଦୁର୍ନୀତି ବଢିବା ରେ ଲାଗିଛି ଦୟାକରି ମୁଖ୍ଯମନ୍ତ୍ରୀ କି ଅନୁ ରୋଧ ଏଭଳିଆ ପୋଲିସ ଅଫିସର ମାନଙ୍କୁ ଶସପେଣଟ କରାଗଲେ ପୋଲିସ ଅଫିସର ବାଟକୁ ଆସିବେ ଲୋକ ମାନଙ୍କର ଭୟ ରହିବ କିଛି ଭୁଲ କାମ କଲେ ଦଣ୍ଡ ଦିଅ ଲାଞ୍ଚ ଖାଅ ନାହିଁ
  • Jau police amiti karuchi chakiri ru bahar kari case kara nua posting karidia serious action amananka upare darkar hauchi
  • ବହିଷ୍କାର କରାଯାଉନାହିଁ ସେଥିପାଇଁ ପୋଲିସ ଦାଦା ଗିରିଚାଲିଛି
  • @BapujiMLT
    A sala police' ମାନେ କେବେ ସୁଧିରିବେନି ଯୋଉ ଯାଏଁ ସରକାର ପୋଲିସ against ରେ କିଛି କଠିନ ପଦକ୍ଷେପ ନ ନେଇଛନ୍ତି
  • ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ l
  • @SunaramSundi123
    ଯିଏ ମାଡ଼ ମାରିଛି ତାଙ୍କ ଉପରେ କାର୍ଯ ନୁଷ୍ଟାନ ଗ୍ରହଣ କରାଯାଉ ମୋହନ ସରକାର ସାର୍।
  • SP Nayagarh is requested to take immediate stringent action against the police of Gania police station
  • କେଉଁ ବିଭାଗ ର କୁକର ବି ମୋହନା କଥାକୁ ମାନୁ ନାହାନ୍ତି। ସମସ୍ତ ବିଭାଗ ର ଅଫିସର ମୋହନା କୁ ନେଇ ମଜାକ ଉଡାଉଛନ୍ତି। ହାଣ୍ଡିଆ ବାଲା ର ଓଜନ ବା କେତେ ? କିଏ ମାନିବ ?
  • Mohan Bhai sarkar Needs to looking into this please Jay sriram Jay Odia 🙏🙏🙏🙏🙏🙏🙏🙏
  • ମାଘିଆ ମାନ ଙ୍କୁ ତନ୍ତୀ ଚିପି ମାରି ଦିଅ ରେ ଗାଁ ଲୋକେ