ରୁପାଙ୍କ ସହ ମଜା କରୁକରୁ ଏମିତି ହେଲା / Rupa Pin2 Khushi

Publicado 2024-07-05

Todos los comentarios (21)
  • ନନ୍ଦିଘୋଷ ବିଜେ ନନ୍ଦ ନନ୍ଦନ ଏ ଗୀତ ଟି କାହାକୁ କାହାକୁ ଭଲଲାଗିଲା ସେମାନେ ମୋତେ ସପୋର୍ଟ କର 👍👍
  • @rajukhanda6148
    ଏତେ ସୁନ୍ଦର ହେଇଛି ଗୀତ ଟା ଯେ କହିହବନି ଯେତେ ଦେଖିଲେ ବି ମନଭରୁନି ବହୁତ ସୁନ୍ଦର ହେଇଛି ଗୀତ ଟା ହୃଦୟ କୁ ଛୁଇଁଯାଉଛି ❤❤❤❤❤ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ❤❤
  • @mahendrasahoo276
    ଆଜି ସଙ୍ଗ ଟା କାହା କାହା କୁ ଭଲ ଲାଗିଲା ❤❤❤
  • @monalisabastia6055
    ଭଜନଟି ବହୁତ ଭଲ ହୋଇଛି।ମୁଁ ବି କାନ୍ଦି ପକେଇଲି
  • ବୋହୁତ ବଢିଆ ହୋଇଛି, ଯେତେ ଯାହା ହେଲେ ମୋ ପ୍ରଭୁ ଙ୍କ ଗୀତଟି ଭଲ ହି ଭଲ ହବ, ଜୟ ଜଗନ୍ନାଥ🙏🙏🙏ପ୍ରଭୁ ଙ୍କ କୃପା ରୁ ସମସ୍ତେ ଭଲରେ ରୁହନ୍ତୁ। ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏
  • @rasmipanda6838
    Maa tuma duijananku ebam tuma paribara ku ghanta ghodei rakhantu.... ନନ୍ଦିଘୋଷ ଗୀତ ଟି ବହୁତ ସୁନ୍ଦର ହେଇଛି... ମୁଁ ତୁମ ଭିଡିଓ ବିଶେଷ କରି ରୁପା ଙ୍କୁ ଦେଖିବା ଲାଗି ଦେଖେ.... ରୁପା ସାକ୍ଷତ ଦେବି ଟିଏ... Nazar na ଲାଗୁ 🧿🧿🌹🌹
  • @gelhabatiswain7676
    ବହୁତ ସୁନ୍ଦର ହୋଇଛି ଗୀତ ଭାଇ ଭାଉଜ ଜୟ ଜଗନ୍ନାଥ ଆଗକୁ ମାଡ଼ି ଚାଲ ❤❤❤❤❤❤❤❤
  • @M.Abhigyan_World
    ସତରେ ଗୀତ ଟି ଦେଖିଲେ ଆଖିରେ ଲୁହ ଆସି ଯାଉଛି।ବହୁତ୍ ସୁନ୍ଦର❤❤❤
  • @user-be8uc7ld5x
    ଏତେ ସୁନ୍ଦର ହେଇଛି ଗୀତ ଟି ଯେ କହିହବନି ଯେତେ ଦେଖିଲେଣି ମନ ଭରୁନି ବହୁତ ସୁନ୍ଦର ହେଇଛି ‌ଗିତ ହୃଦୟକୁ ଛୁଇଁଯାଇଛି ବହୁତ ବହୁତ ସୁନ୍ଦର ହେଇଛି ଜୟ ଜଗନ୍ନାଥ 🙏 ‌ଜୟ ଜଗନ୍ନାଥ 🙏🙏🙏❤❤❤❤❤❤❤
  • @Bablucreation112
    Nice bhai 😊 Song ti bahut sundar heichi 😊😊 Mananku pura chunigala ❤❤ Happy family ❤ All family members Mane sabubele eimiti khusire au bhalare ruhantu 🤗🤗 Jagannath samastanku ghanta ghudeiki rakhantu 🙏🙏 Jay jagannath 🙏⭕❗⭕🙏
  • @tribenibhukta1920
    Thank u bhai ama ate sundar song ଆଣିଥିବାରୁ❤❤❤❤❤
  • @Im_su_jata
    Song ti bahut sundar heichhi God bless Rupa pintu n Runa
  • ଭାଇ ଭଜନ ଟି ବହୁତ ଭଲ ହେଇଛି thank u ଭାଇ ଭାଉଜ ❤❤🎉🎉
  • @BabuGiri-hc4wp
    Jay Jagannath🙏🙏🙏🙏🙏🙏 all family members🥰🥰bhai and rupa song ti pura super.......... ❤❤❤❤❤❤❤
  • ପିଣ୍ଟୁ ଭାଇ ରୂପା ଭାଉଜ ସତରେ ଭଜନ ଟି ବହୁତୁ ସୁନ୍ଦର ହେଇଛି ଦେଖି ମନ ଖୁସି ହେଇଗଲା ମୋ ଗେଲି ରୂପା ଭାଉଜ ଙ୍କ ଅଭିନୟ ଅତି ସୁନ୍ଦର ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏 ⭕ ❗ ⭕ ପିଣ୍ଟୁ ଭାଇ ଭିଡ଼ିଓ ଦେଖି ବହୁତୁ ସୁନ୍ଦର ଲାଗିଲା ମୋ ପିଣ୍ଟୁ ଭାଇ ରୂପା ଭାଉଜ ବହୁତୁ ଭଲ ପିଣ୍ଟୁ ଭାଇ ରୂପା ଭାଉଜ ପରି କିଏ ହେବ ମୋ ପିଣ୍ଟୁ ଭାଇ ମାତାଜୀ ମା ରୂପା ଭାଉଜ‌ ରୁନା ଦିଦି ମାମୁନି ମାଉନ ସମସ୍ତ ଙ୍କ ସାଙ୍ଗରେ ଏତେ ମଜା ମସ୍ତି କରୁଛନ୍ତି ଦେଖି ବହୁତୁ ଖୁସି ଲାଗୁଛି ଆମ ଗେହ୍ଲେଇ ଖୁସିମା କଥା ଶୁଣି ବହୁତୁ ବଢ଼ିଆ ଲାଗିଲା ଆମ ଗେହ୍ଲେଇ ଖୁସିମା ର କେତେ ବୁଦ୍ଧି ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ଚିତ୍ତ ଭାଇ ରୋମିଓ ଭାଇ ରୁନା ଦିଦି ମାମୁନି ବାପୁନି ମାଉନ ପରିବାର ସମସ୍ତ ଙ୍କ ହସ ଖୁସିରେ ମୁଁ ସବୁବେଳେ ବହୁତୁ ଖୁସି ‌Mo Cute Khusimaa 😘 Love you Bhai Bhauja Khusimaa Chitta Bhai Romeo Bhai Runa Didee Mamuni Sister Bapun Ram dev Baba and all Family members💞❤️❤️❤️❤️❤️❤️❤❤❤❤❤❤❤❤❤❤❤❤❤❤❤ ଜୟ ଜଗନ୍ନାଥ 🙏 ଜୟ ମା ଲକ୍ଷ୍ମୀ 🙏 ଜୟ ଗଣେଶ 🙏 ଜୟ ଶ୍ରୀ ରାମ 🙏 Good bless you 👍️
  • @DiluSahoo-pz2jg
    Gitati bahut sunder heichi I love you Rupa pintu khusi express jay jagannath 🙏🙏🙏
  • @ramakantasahoo3944
    ରୁନା ଙ୍କ ର ଆମିଷ ରେ ବହୁତ ପ୍ରିୟ.. ତେଣୁ ଯାହା ବାଡ଼ି ରେ ମାଛ ଗାଡ଼ିଆ ଥିବ, ସେହି ଠାରେ ବିବାହ ଦେବେ.. ଆଜିର ଗୀତ ଟି ନନ୍ଦିଘୋଷ ରେ ନନ୍ଦନନ୍ଦନ ବହୁତ ଭଲ ହୋଇଛି ଖୁସି enternment ରେ
  • @srbarik8473
    ଭାଇ ଗୀତ ବହୁତ ସୁନ୍ଦର ହେଇଛି ଜୟ ଜଗନ୍ନାଥ ❤❤❤
  • @pranitasahoo7083
    Super hit song 👌👌👌👌 Jay Jagarnnath 🙏 🙏 🙏 Bhauja looking so beautiful 🥰🥰🥰
  • @MitaliSaina
    Satare bhajan ti mana ku chunichi khub sundar au akhi re luha asijauchi suniki😮😮 Rupa, pintu n team great work🎉🎉 Au Runa ta pura proper sajeichanti Rupa nku😮😮❤❤❤