ବିଜେଡିରେ ବବି ଦାସଙ୍କ ଭବିଷ୍ୟତ କଣ ହେବ ଖୋଲି କହିଦେଲେ ବରିଷ୍ଠ ସାମ୍ବାଦିକ ରବି ଦାସ Rabi Das

97,784
0
Publicado 2024-07-08
Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.

Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - www.facebook.com/OdishaBhaskar
TWITTER - twitter.com/odishabhaskar
INSTAGRAM - www.instagram.com/odishabhaskar/
#odishabhaskar #latestnews

Todos los comentarios (21)
  • ଓଡ଼ିଶାବାସୀ ଭକୂଆ ନୁହଁନ୍ତି, ତାହା ପରୀକ୍ଷା ହୋଇଯାଇଛି, ତେଣୁ ସମସ୍ତ ଦଳ ସତର୍କ ହୋଇଯିବା ଦରକାର। 🙏🙏
  • @saratmohanty4255
    2029 ରେ ବିଜେଡି ଦଳର ସମାଧି ହୋଇଯିବ ......
  • ବିଜେଡ଼ି ଯାହା କଲେବି ଆଉ ଉପରକୁ ଉଠିପାରିବ ନାହିଁ । ବିଜେଡ଼ି ଧ୍ବଂସ ହେବାକୁ ଯାଉଛି ।
  • ସଂତୃପ୍ତ ଙ୍କୁ ମୁଖୋଟ। କରି ଅତୃପ୍ତ pandian ପରଦା ପଛର ନାୟକ।
  • @avayjena9238
    ବବି ଦାସ ଯଦି ସମ୍ପୂର୍ଣ୍ଣ ଦାୟୀତ୍ବ ନିଜ ହାତରେ ରଖି ଥାଆନ୍ତେ ତାହେଲେ ଆଜି BJD ର ଏ ପରିସ୍ଥିତି ହେଇ ନଥାନ୍ତା, ବବି ଦାସ ସାଂଗଠାନିକ ସମ୍ପାଦକ ଥିଲେ ସତ କିନ୍ତୁ ତାଙ୍କ ହାତରେ ପାୱାର ଦେଇନଥିଲେ ନବୀନ ବାବୁ,
  • @dhamirona8662
    ନବୀନ ପଟ୍ଟନାୟକ କୁ ଏବେ ଯାଏ ବୁଦ୍ଧି ପସିନାହିଁ
  • @RajaramSarangi
    କାହାର ଦୋଷ ନାହିଁ ଜନତା ପରିବର୍ତ୍ତନ କଲେ
  • @Madhuvlogs94
    ନବୀନ ପଟ୍ଟନାୟକ କେବେ ସୁଧୁରିବ ନାହିଁ
  • @abhijitmohanty8284
    Rabi babu bhalia sambadika pain aji bjd 24 barsa helani odisha ku lutiki gote gariba rajya karidela, jadi sie honest janourlisim Kari thante, tahele bjd ra pardafash heithanta bahu agaru, mu jetiki janichi honest janourlisim heuchi, jie sasan re thiba, ta agare sabubele kalam dhari chida heithiba but rabi babu chada au kan kahibi
  • @shinquanone8714
    ଯେତିକି ଲୁଟିଛି ସେତିକି ନ ଖାଇ politics ଆହୁରି ରହିଲେ ବର୍ବାଦ ହବ ବବି ଦାସ।😅😅😅😅😅
  • @prasantapanda1703
    ରବି ବାବୁ ଆପଣ ଜଣେ ବିଜେଡିର ଚାମଚା ସାମ୍ବାଦିକ ହବା ଅପେକ୍ଷା ବିଜେଡିର ପ୍ରଚାରକ ଭଳି ଭଲ ଗପୁଛନ୍ତି, ତେଣୁ ହାରାମି x ମୂର୍ଖ ମନ୍ତ୍ରୀଙ୍କୁ ମୋର ଉପଦେଶ ସେ ରବି ବାବୁଙ୍କୁ ବିଜେଡିର ମୁଖପାତ୍ର କରିଦିଅନ୍ତୁ
  • @arjunpradhan5615
    ଲୋଟି ଖାଇବା ଲାଳସା ବିଜେଡ଼ି ସହଜ ରେ ଭୋଲି ପାରୁନାହାନ୍ତି
  • Don't worry you'll be leader of the party before election like Santrupta Mishra give and take method