ଶାଗ ଖାଇବାକୁ କେମିତି ଲୀଳା କଲେ ମହାପ୍ରଭୁ ଶୁଣନ୍ତୁ | Shakti Shankar Mishra | Jagannath Mahima | Odisha365

125,724
0
Published 2023-03-03

All Comments (21)
  • ମଣିମା ମୋ 🙏🙏 ତୁମେ ତ ଯୁଗେ ଯୁଗେ ଭକ୍ତ ଭାବ ସିନ୍ଧୁ ଜନାର୍ଦନ l ମଣିମା ତୁମ ଲୀଳା ସିନା ତୁମେ ଜାଣ କି ଅବା ଜାଣିବୁ ଆମେ ସାଆନ୍ତେ l ଧନ୍ୟବାଦ ଓଡିଶା 365ସଂସ୍ଥା କୁ କେବଳ ଆପଣଙ୍କ ଠାରୁ ଆଶା କରିହେଉଛି ଏପରି ମଣିମା ଙ୍କ ଗୁଣ ଗଣ କୁ 🙏🙏🙏ଅଶେଷ ଧନ୍ୟବାଦ 🙏🙏🙏 ମୋ ମଣିମା 🙏🙏🙏❤️
  • ବିଶ୍ୱ ବ୍ରହ୍ମାଣ୍ଡର ଠାକୁର । ଯିଏ ଯେଉଁଠି ଥାଇ ଡାକିଲେ ସେ ଶୁଣିବେ ଏବଂ ଦୁଃଖ ହରିବେ । ଜୟ ଜଗନ୍ନାଥ ମହାପ୍ରଭୁ ।
  • କି ସୁନ୍ଦର କଥା ଶୁଣି ବହୁତ ଗର୍ବ ଲାଗୁଛି ଆମ କାଳିଆ ପାଇଁ ଜୟ ଜଗନ୍ନାଥ। ସମସ୍ତଙ୍କୁ ଭଲରେ ରଖିଥା କାଳିଆ 🙏🙏🙏🙏🙏🙏🙏
  • ଧନ୍ୟ ତୁମେ ମଣିମା 🙏🙏🙏 ଧନ୍ୟ ତୁମ ଲୀଳା ମହାବାହୁ 😭😭😭🙏🙏
  • ମୋ ମହାପ୍ରଭୁ ମୋ ପ୍ରାଣ ର ପ୍ରାଣ ମହା ପ୍ରାଣ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ
  • @bijayjena9439
    ଜୟ ଶ୍ରୀ ଜଗନ୍ନାଥ 🙏🙏🙏
  • @bkbarik2322
    ସତରେ ବଡ କୃପା ମୟ ମୋ ମହାପ୍ରଭୁ❤️😭😭🙏🙏
  • 🙏Jay jagannath mahapravu, mo chakka akhia, bhaba binodia, bhabar thakura,bhaba bujhipare, Jay jagannath mahabahu.🙏
  • ଜୟ ଜଗନ୍ନାଥ 🙏, ଜୟ ଜଗନ୍ନାଥ 🙏, ଜୟ ଜଗନ୍ନାଥ 🙏
  • ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
  • Uay jagganath swami nayana pathagami bhabatume prabhu i🙏🙏🙏🙏🙏🙌🙌🙌🙌🙌
  • Mananiya. Tuma kathare mahapravunkara ashirbad rahichi.Apanksra prati. Ti Katha hrudayaku sparsha karuchi.JAI JAGANNATH, JAI JAGANNATH, JAI JAGANNATH
  • @biswadarsi999
    :_jagannath:ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥସ୍ୱାମୀ।
  • ଜୟ ଜଗନ୍ନାଥ 🙏🙏🙏ଜୟ ହୋ କାଳିଆ ସାଆନ୍ତେ 🙏🙏🙏...... ତୁମ ଇଚ୍ଛା ପୂର୍ଣ୍ଣ ହେଉ ମହାବାହୁ.....🙏🙏🙏