ରାଜ୍ୟସଭା ରେ BJD ସାଂସଦ ସୁଲତା ଦେଓ, NEET, ନବୀନ, ନୀତିଶ ନାଇଡୁ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନେଇ ବର୍ଷିଲେ।BJD
270,643
Published 2024-07-02
Like our Website page:
www.pratidintv.com/
Like Our Facebook Page
: www.facebook.com/PratidinOdisha
Subscribe To Our YouTube Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv.com/
All Comments (21)
-
ସୁଲତା madam ମୁଁ ଆପଣଙ୍କୁ ହୃଦୟ ରୁ ଧନ୍ୟବାଦ ଆପଣ ଙ୍କ ଭାଷଣ ମୋର ହୃଦୟ ଜିତିଛନ୍ତି
-
Ur right right 👍 ସୁଲତା ଦେଓ ମେଡମ୍ ବହୁତ୍ ବଢିଆ କଥା କିନ୍ତୁ ଆପଣ ମାନେ ଆଗରୁ ଏସବୁ କରିବା କଥା ସୁନ୍ଦର କଥା ଆପଣ ଉପସ୍ଥାପନ କରିଛନ୍ତିି ଆମେ ବହୁତ ଖୁସି ଆପଣଙ୍କ ପାଓ୍ଵାର ଦେଖି❤❤❤❤❤
-
ଏହି ଭାଷଣ ଆଗରୁ ଦେଇ ଥିଲେ ଭଲ ହୋଇଥାନ୍ତା
-
ଆଜି କେବଳ ଏ ମାଡ଼ାମ ଜଣଙ୍କ ଜବାଜ ଦେଇଛନ୍ତି,,ଆଉ କିଛି ଦିନ ପରେ ସାରା ଓଡିଶା ଜବାଜ ଦେବ,, ମୋହନ ସାର ଆପଣଙ୍କ ସରକାର ଯାହାବି ପ୍ରତି ସ୍ତୁତି ଦେଇଛନ୍ତି ନିର୍ବାଚନ ସମୟରେ ଓଡ଼ିଶା ବାସିଙ୍କ ପାଇଁ ତାହା ପାଳନ କରାଜାଉ,,
-
ବହୁତ ବଢିଆ କିନ୍ତୁ, ବିଳମ୍ବ ହୋଇ ଯାଇଛି ।।
-
Very right, good statement. ନବୀନ ପଟ୍ଟନାୟକ ଜିନ୍ଦାବାଦ।
-
ମୋହନ ମାଝି ଠାରୁ ଭଲ ହିନ୍ଦୀ କହି ପାରୁଛନ୍ତି,
-
ମାଡାମ ଆପଣ ବହୁତ ଭଲ କହିଲେ, ଜଗନ୍ନାଥ ଙ୍କ କୁପାରୁ ଭଲ ରେ ଆଗ କୁ ବଢନ୍ତୁ ଜୟ ଜଗନ୍ନାଥ
-
ଆଗରୁ ଏ କରାମତି କରିଥିଲେ ଆଜି ବିଜେଡି ଦଳ ର ଏମିତି ଅବସ୍ଥା ହୋଇନଥାନ୍ତା, ଡେରି ହେଉ ନବୀନ ବାବୁ ବୁଝିଲେ ବିଜେପି କୁ, ସାପ ସହ ସମ୍ପର୍କ ରଖିଥିଲେ ଚୋଟ ଖାଇଲେ, ଯୋଉ ଦିନ ଅଶ୍ୱନି ବୈଷ୍ଟମ୍ବ ଙ୍କୁ ରାଜ୍ୟ ସଭା କୁ ପଠେଇଲେ ସେ ଦିନ ବିଜେଡି ର ଡାଉନ ଆରମ୍ଭ ହେଲା,
-
କଥା ପଦେ କହିଲ ମନକୁ ମୋର ଛୁଇଁଲା
-
BJP ମିଛ କହିବା ଛଡ଼ା ଆଉ କଣ୍ ଅଛି
-
ଜୁଏଲ୍ ବାବୁଙ୍କ ଠାରୁ ଅଧିକ ଭଲ କହିପାରୁଥିବାରୁ ଧନ୍ୟବାଦ୍ ।
-
ଏହି ଭଳି ଆଗରୁ ହୋଇଥିଲେ ଵୋହୁତ ଭଲ ହୋଇଥାନ୍ତା
-
ସୁଲତାଦିଦି ମେଢିଚାଲ 🎉🎉ତମପଛେରେଆମେଅଛୁ ଜଏବିଜେଡି ଜଏନବିନବାବୁ 🎉🎉🎉🎉 ନବିନସାରେ ସୁପରହିରୋ ଜଏବିଜେଡି ଜଏନବିନବାବୁ 🎉🎉🎉🎉
-
ଜୟ ନବିନୀ
-
ଭଲ ରେ ଧୁଲାଇ
-
ଆଗରୁ ହୀରା ଓ ଶିକ୍ଷା ଉପରେ GSTବାବଦରେ କାହିଁ ଶୋଇଥିବାର !
-
ବିଜେଡି ନୀଦ ଭାଙ୍ଗିଲା ଜାହାହଓ
-
ମିଛ କହି ଲୋକଙ୍କୁ ଭୁଆଁ ବୁଲେଇଦେଲେ ବିଜେପି ଆଉ ଜିତିଛନ୍ତି
-
BJD ଶାସନ କାଳ ରେ କେବେ ରାଜ୍ୟ ସଭା ରେ ମୁହଁ ଖୋଲି ନ ଥିଲ ତ