Nilanjana Mukherjee, MD of Kalinga Hospital, Shares Her Success Journey | EP 22 | Argus Podcast

460,594
0
Published 2024-07-05
ହସ୍ପିଟାଲ ରିସେପସନିଷ୍ଟ ରୁ ହସ୍ପିଟାଲ ଏମ.ଡି !

#ArgusDigital #arguspodcast #arguspodcastwithsangram #SangramwithArgus #KichiKathaKichiBarta #Nilanjanamukherjee

02:00 - Intro
02:46 - ହସ୍ପିଟାଲ ରିସେପସନିଷ୍ଟ ରୁ ହସ୍ପିଟାଲ ଏମ.ଡି
03:27 - ଅଭିଯୋଗ ଆସେ ବଡ ବଡ ହସ୍ପିଟାଲରେ ସ୍ୱାସ୍ଥ୍ୟବୀମା ଥିବା ରୋଗୀଙ୍କୁ ଲୁଟାଯାଏ !
04:24 - ରୋଗୀଙ୍କ ଅନାବଶ୍ୟକ ପରୀକ୍ଷା କରିବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି କି ?
05:38 - ରୋଗୀଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ଚିକିତ୍ସା କରିବା ନାଁରେ ଲୁଟାଯାଏ !
10:50 - 'ମୁଁ ପ୍ରଥମେ ତାଜ ହୋଟେଲରେ ରିସେପସନିଷ୍ଟ ଥିଲି'
12:33 - 'ବାପାଙ୍କ ଡରରେ ମୁଁ ଭଲସେ ପାଠ ପଢ଼ିଲି'
17:02 - '୨୦୧୨ରେ ମୁଁ ଦ୍ଵିତୀୟ ଥର ପାଇଁ ବିବାହ କରିଥିଲି'

Follow us on Instagram :
www.instagram.com/argustvdigital/

Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.

Nilanjana Mukherjee, MD of Kalinga Hospital, Shares Her Success Journey | EP 22 | Argus Podcast

To stay updated on-the-go,

Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: www.facebook.com/argustvdigital
Youtube-   / @argusdigital.official  
Instagram: www.instagram.com/argustvdigital/

All Comments (21)
  • ମାଡ଼ମ ବହୁତ୍ ଲୁଚାଉଛନ୍ତି।ଅଧିକ ମିଛ କହୁଛନ୍ତି।ଓଡ଼ିଶାର ସବୁ ପ୍ରାଇଭେଟ୍ ହସ୍ପିଟାଲ୍ ଲୁଟିବାରେ ଧୁରନ୍ଧର।
  • @kanhupatra9968
    Really sangram Shir your taking style ଏବଂ ଆପଣଙ୍କ ପ୍ରଶ୍ନ ପଚାରିବା ସହିଳି ବହୁତ ସୁନ୍ଦର 🙏🏻
  • @abhiabhi2511
    ମାଡାମ ଙ୍କ କଥା ରେ ବହୁତ ମିଛ ଜଣା ପଡିଯାଉଛି
  • ଆଖି ବାର୍ତ୍ତା ର ତାଳେ ତାଳେ ସତ ମିଛ ର ସୂଚନା ସୂଚାଇ ଦିଏ👍💯
  • @CHHUANK_GAPA
    ଏଠି media ସାମ୍ନାରେ କହୁଛନ୍ତି ଗୋଟେ କଥା କିନ୍ତୁ ମୁଁ ୧୦୦ % sure private hospital ଲୋକଙ୍କୁ ବହୁତ ଲୁଟୁଛନ୍ତି ଆଉ Kalinga Hopital ମଧ୍ୟ
  • @SantoshAyush227
    ପ୍ରଶ୍ନ ଠିକ୍ ଅଛି ଉତ୍ତର ସଠିକ୍ ଭାବେ ଉତ୍ତର ଲାଗୁନି ❤❤❤
  • ସବୁ ମିଛ ଲୁଟିବା ହେଉଛି ବଡ଼ ହସ୍ପିଟାଲର କାମ।
  • @user-ek2dk6iz1k
    କିମ୍ସ ରେ ମୁଁ ମୋ ସ୍ବାମୀ ଙ୍କର ଅସ୍ତ୍ରୋପଚାର କରିଥିଲି,ଏମିତି ହଇରାଣ ମତେ କଲେ,ମୁ ବହୁତ କାନ୍ଦିଲିି, କାରନ ମୋ ପାଖରେ ପଇସା ନଥିଲା, ବହୁତ ବୀଲ୍ କରିଦେଇ ଠକି ଲେ, ପ୍ରଥମେ ବହୁତ ମିଠା କଥା କହିଲେ,ଆଉ ମିଛ ମଧ୍ୟ। ଯେହେତୁ ମୁଁ ବେଶୀ କିଛି ଜାଣି ନଥିଲି ବହୁତ ଠକି ହେଲି, ବିଲ୍ ମୋର ଏକ୍ସଟ୍ରା 20000 pakeidele
  • Bahut ସୁନ୍ଦର ପୋଗ୍ରମ୍। ପ୍ରଶ୍ନ ପଚାରିବାର ଶୈଳୀ ଅତି ଚମତ୍କାର। ଏହି ପରି ଆହୁରି ପ୍ରେରଣାଦାୟୀ ଜୀବନ ର ଅନୁଭୂତି କୁ ଲୋକ ଲୋଚନ କୁ anantu। E ସବୁ ଶୁଣିଲେ ନିଜ ଭିତରେ ଥିବା ଦୁର୍ବଳତା କୁ କାଢି ଫିଙ୍ଗିବାରେ ସହାୟ ହେଉଛି
  • ଗୋଟେ କଥା ମନେରଖ, ଯିଏ ସ୍ୱାମୀ ର ନୁହେଁ, ସିଏ କାହାର ନୁହେଁ। ଏଟା ରିଏଲ କଥା। 🙏
  • ସୁନ୍ଦର କଷ୍ଟକର ପ୍ରଶ୍ନ ପଚାରୁ ଥିବାରୁ ସାଧୁବାଦ ଦେଉଛି।
  • ଅପ୍ରିୟ ସତ୍ୟ କଥା କୁ ମ୍ୟାମ୍ ପ୍ରଖରସ୍ରୋତ ର ଭଉଁରୀ ପରି ଘୁରେଇ ଦେଉଛନ୍ତି 👍👍
  • @avilas7009
    ମୁଁ ଭାବୁଛି ଏହା ସବୁଠାରୁ ପ୍ରେରଣାଦାୟକ ଓଡିଆ ପୋଡକାଷ୍ଟ ଯାହାକୁ ମୁଁ ଦେଖିଛି | ଏହାକୁ ପ୍ରତ୍ୟେକ ଓଡିଆଙ୍କୁ ଦେଖିବା ଉଚିତ୍ | ସାକ୍ଷାତକାରକାରୀ ତାଙ୍କ ପ୍ରଶ୍ନରେ ଅନେକ ବିଷୟ ଆଚ୍ଛାଦନ କରିଛନ୍ତି ଏବଂ ମହିଳା ପ୍ରତ୍ୟେକ ପ୍ରଶ୍ନକୁ ଅତି ସୁନ୍ଦର ଭାବରେ ଉତ୍ତର ଦେଇଛନ୍ତି | Kudos to Argus News. 👏
  • @samirraut3950
    MD ମାଡ଼ାମ ମହାନ ଚୋର ଆଉ ଏକ ନମ୍ବର ଟାଉତର 👌
  • @user-eb2er1fp8l
    Right ପ୍ରଶ୍ନସାର ସତ କହୁନାହାନ୍ତି ଟିକେ ବୁଲଉଛନ୍ତି ।
  • @keepsmiling2847
    Sangram Sir, really you are great..... Ask such dare questions to our politicians also
  • ପ୍ରାଇଭେଟ ମେଡିକାଲରେ ସେବା ବଦଳରେ ଶୋଷଣ ଅଧିକ ।ଏହା ସେବାନାମରେ ବେବସାୟ ।
  • ଯେଉଁ receptionist ରୋଗୀଙ୍କୁ ମିଠା ମିଠା କଥା କହି ଲୁଟି ପାରନ୍ତି ସେହିମାନେ ହିଁ ବହୁତ ବଡ଼ promotion ପାଇ ପାରନ୍ତି।
  • @user-ek2dk6iz1k
    ସଂଗ୍ରାମ ଭାଇ ,ଆପଣ ମାନେ ହିଁ ସତ କୁ ସାମ୍ନା କୁ ଆଣି,ସମାଜ କୁ ନ୍ୟାୟ ଦେଇପାରିବେ