ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସେଦିନ ପୋଲିସ ବାବୁ ଅପମାନ କରିଥିଲେ, ଏବେ ପାଇଲେ ଏମିତି ଚିଠି

327,284
0
2024-07-05に共有
Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.

Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - www.facebook.com/OdishaBhaskar
TWITTER - twitter.com/odishabhaskar
INSTAGRAM - www.instagram.com/odishabhaskar/
#odishabhaskar #latestnews

コメント (21)
  • ଭଲ ଲାଗିଲା ଏମିତି ଲୋକ ଯୋଗୁଁ ରାଜ୍ୟରେ ଅପମାନ ହେଉଛି
  • ଆପଣ ଭୃଲ ଲେଖୁଛନ୍ତି। ସେଦିନ ମୂଖ୍ୟ ମନ୍ତ୍ରୀଙ୍କୁ ନୁହଁ ବରଂ ବିଧାୟକଙ୍କୁ ଅପମାନ ଦେଇଥିଲେ ଥାନା ବାବୁ ।
  • ପୋଲିସ ମାନଙ୍କୁ ବିଶ୍ବାସ ନାହି ଲାଛୁଆ ପୋଲିସ
  • ଏମାନଙ୍କୁ ଉଚିତ ଶିକ୍ଷା ଦେବା ଦରକାର
  • ଖାଲି ଖାକିବରର୍ଦି ପିଦ୍ଧୀଲେ ପୋଲିସ୍ ହେଇଯିବେନୀ ଜନତାଙ୍କୁ ସନନ୍ନମାନ ଦୀଅନ୍ତୁ
  • ରାଉରକେଲାର ଛେଣ୍ଡ ଥାନା ଲେଡୀ ଆଇଆଇସି ତାଙ୍କ ସହିତ କେତେକ ପୋଲିସ ବି ଜଡ଼ିତ ଆମ ମୂଖ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଏମିତି ଭ୍ରଷ୍ଟାଚାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ,🙏🌹😭
  • ରାଜଧାନୀରୁ ସବୁ ପୋଲିସ ଙ୍କୁ ଜିଲ୍ଲା ବାହାରକୁ ବଦଳି କରାଯାଉ
  • ତ୍ରୀନାଥ ପୁଲିସି ନୁହଁ ଟାଉଟର ଟା
  • ଜଣେ ବିଧାୟକଙ୍କୁ ଯଦି ଥାନାବାବୁ ଏମିତି ବ୍ୟବହାର କରି ପାରନ୍ତି ତେବେ ସାଧାରଣ ଜନତାଙ୍କୁ କି ବ୍ୟବହାର କରୁଥିବେ ।କଟକ ର ପୋଲିସ ବାବୁ ଙ୍କ କଥା ନ କହିବା ଭଲ । ଏମିତି ପୋଲିସ ବାବୁ ମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲେଇ ଦେବା କଥା
  • ତା ଉପରେ ତୀକ୍ଷଣ ନଜର ରହୁ, କାହିଁକିନା ଗଞ୍ଜେଇ ବେପାର କରିଦେବ ଗଜପତିରେ
  • @Bhagi-s7s
    ଥାନା ବାବୁଙ୍କୁ ବାହାର କରିଦିଅନ୍ତୁ
  • ସୁସ୍ପେଣ୍ଟ କର ସେମିତି ଥାନା ବାବୁକୁ ସେ କିଏ ବେ ସୋଳା ପୋଲିସ
  • କର୍ମ ର ଫଲ କୁ ସମସ୍ତେ ଅପେଖ୍ୟା କରନ୍ତୁ
  • ମାଲକାନଗିରି କୁ ବଦଳି କରାଯାଉ
  • ଏମିତି ଦୃଶ୍ୟ ନନ୍ଦିଘୋଷ ଟିଭି କାହିଁକି ପ୍ରସାର କରୁନି। ଏହି ପୋଲିସ ବାବୁ କୁ ମାଲକାନଗିରି ଜିଲ୍ଲା କୁ ବଦଳି କରାଯିବା କଥା।
  • ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦାରା ସିଂ ସପକ୍ଷ ରେ ଆନ୍ଦୋଳନ କରିଥିଲେ