Khola Katha | In conversation with Rabindra Narayan Mishra, former Administrator, Srimandir

1,102,303
0
Published 2022-08-18
Khola Katha | In conversation with Rabindra Narayan Mishra, former Administrator, Srimandir

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
YouTube: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: www.facebook.com/otvkhabar
OTV English Facebook : www.facebook.com/otvnews
Telegram @otvtelegram @otvkhabar
Twitter: twitter.com/otvnews
Instagram: www.instagram.com/otvnews/


#OdishaTV #OTV

All Comments (21)
  • ପ୍ରଣାମ ସାର୍, ଆପଣଙ୍କ କଥାରୁ ଆମେ ମାନେ ବହୁତ ରହସ୍ୟମୟ କଥା ଶୁଣି ଜ୍ଞାନ ପାଇଲୁ।
  • ମିଶ୍ର ସାର ବହୁତ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଛନ୍ତି ଭାବର ଠାକୁର ଓଡ଼ିଆର ଗେଲ୍ହା ପୁଅ ଶ୍ରୀ ଶ୍ରୀ ଜଗନ୍ନାଥ 🙏🌹🙏🌹🙏
  • ରିପୋର୍ଟର ମହାଶୟ, ଆପଣ ଯେଉଁ ପ୍ରଶ୍ନ ପଚାରୁଛନ୍ତି ଆଗ ତାର ଉତ୍ତର ଶୁଣନ୍ତୁ ତା ପରେ ଆଉ ଗୋଟେ ପ୍ରଶ୍ନ ପଚାରନ୍ତୁ । ଏମିତି କାଉଳିଆ ହୋଇ ସାମ୍ବାଦିକତା ର ଗାରିମା କୁ ନଷ୍ଟ କରନ୍ତୁ ନାହିଁ ।
  • Everytime i observed one thing.... Just one request to the Reporter that, kindly do not intervene in between when your guests are express their views. Let them finish first and then you continue your questions. Thank you.
  • @swadhinodisha
    ବହୁତ ଭଲ ଆଲୋଚନା ଦେଖିବାକୁ ପାଇଲୁ 🙏, ସାମ୍ବାଦିକ ଭାଇ over smart ହେଲେ ଭଲନୁହେଁ
  • Such an enlighted person & his words and personality both are gem.He is the biggest devotee of lord Jagannath & you can see ,when Jagannath blesses someone who his face & life enshrine.🙏🙏Jay Jagannath 🙏🙏
  • @pk_Gyanology
    ମନ୍ଦ ଉଦ୍ଦେଶ୍ୟ ରଖି ରତ୍ନ ଭଣ୍ଡାର ରେ ପଶିଲେ ହିଁ ସେମିତି ଶବ୍ଦ ଶୁଣିବାକୁ ମିଳିବ ନିଶ୍ଚୟ
  • ଜୟ ଜଗନ୍ନାଥ ସ୍ବାମୀ ⭕❗⭕🙏🙏🙏🙏🙏❤️❤️❤️❤️❤️❤️
  • Omg one of my favourite person 🥰🥰🥰🥰pranam sir 🙏
  • @user-hu7vf4tt6k
    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସବୁ ରହସ୍ୟମୟ କଥା କହିଲେ...
  • ପ୍ରଣାମ ମହାଭାଗ ଆପଣହି କେବଳ ରତ୍ନଭଣ୍ଡାରର ମୂକ ସାକ୍ଷୀ ଆପଣଙ୍କ କଥାକୁ ଯଦି ଓତିଶା ବାସୀ ବିଶ୍ୱାସ କରନ୍ତି ତା'ହେଲେ ସବୁ ରତ୍ନଭଣ୍ଡାରର ରହସ୍ୟ ଉନ୍ମୋଚିତ ହୋଇପାରନ୍ତା ଜୟ ଜଗନ୍ନାଥ।
  • @haridas5442
    ଆମ ରଜାଆଳୁଆ , ସେ ଯେଉଁ ରାଜାଙ୍କୁ ହରେଇଲା ସେ ସେହି ରଜାର ମୁଣ୍ଡ ଆଣିଲା । ସେ ନିଜେ ସେଇ କାମଟା କରିଥାନ୍ତା । ମୁଁ ହରି ଆକୁ ହରେଇଲି ତାର ମୁକୁଟ 👑 ଏଇଟା , କାବେରି ନଦିରେ ଶହ ଶହ ବିର ସୈନ୍ୟ ବାହିନୀ ଭାସି ଯାଇଛନ୍ତି, ସେମାନଙ୍କର ମାଇପ ଛୋଆ ପିଲା କାନ୍ଦିନଥିବେ ଏ ସବୁ ଅଭିଶାପ କିଛି ମିଳିବନି
  • ବହୁତ ଧନ୍ୟବାଦ ଥୋମାସ sir ବହୁତ ଭଲ ଲାଗିଲା ଭିଡ଼ିଓ....
  • @dibakarsa754
    ଯେତେବେଳେ ଖୋଲାଗଲା ସେତେବଳକୁ କାହିଁକି କେତେ ରତ୍ନ ଥିଲା ତାର ହିସାବ କରାଗଲାନାହିଁ। ଏ ହା ର ଅର୍ଥ ସେମାନେ ହିଁ ନେଇଛନ୍ତି ।