E Dil To Pain Hela Diwana | New Odia Music Video | Junior Lipun | Anu
1,581,851
Published 2022-12-20
Video Credit :-
Staring:-Junior Lipun & Annu
Director:-Digambara sipu
Producer:-Sanjay moharana
Creative Head:-Chandan ku barik
Story:-Prayash mohapatra
Dop&Edit:-Sunil
Di:-Bobby
Special tnx:-Chumiki nani, Munshi
Voice Artist - Sunprit & Nirupama
Channel Partner - Sanjay Life Vision
Song Credit :-
Lyrics - Biku Babu
Music - Chinmay Dash & Bibhun
Singer- Arpita Choudhary & Abhishek Rout
Arrangements - Pintu Das
Producer-Sanjay Maharana
Rec & Mixing - Somesh Studio Bbsr
junior lipun vlog channel - youtube.com/@junior_lipun1248
Search for junior lipun music video, junior lipun odia album video, junior lipun love story, new odia album video.... etc
All Comments (21)
-
ଆମ ଓଡ଼ିଶାର ସବୁଠୁ ସୁନ୍ଦର ଯୋଡି ଆଉ ବହୁତ ବଢିଆ ଗୀତ ହେଇଛି ବହୁତ ବହୁତ ଭଲ ପାଇବା ମୋ ହୃଦୟରୁ....🙏🙏🙏🙏
-
ପ୍ରେମ ଦୁଇଟି ହୃଦୟ ର ସମ୍ପର୍କ, ଦୁଇଟି ଆତ୍ମାର ମିଳନ ଓ ନିଃସ୍ଵାର୍ଥପର ପ୍ରେମ। God bless both of you and lot's of love 💞.
-
ଗୀତ ବହୁତ ସୁନ୍ଦର ହୋଇଛି 👌👌👌👌ଭାଇ ଭାଉଜ ତୁମେ ଦୁଇ ଜଣ ଆହୁରି ଆଗକୁ ଯାଅ 😘💞💞
-
ସତରେ ଭଲ ପାଇବାରେ ସାନ ବଡ଼ ନଥାଏ 🥰 ଭଲ ପାଇବାରେ ଧନି ଗରିବ କିଛି ନଥାଏ. ଆଉ କି ସୁନ୍ଦର ଅସୁନ୍ଦର ପ୍ରେମ ରେ ନଥାଏ। ଯିଏ ସୁନ୍ଦର ଦେଖି ଭଲ ପାଏ ସେ ତାର ଶରୀର ଭଲ ପାଏ 🥰
-
ଭାଇ ମୋ ହୃଦୟରୁ କହୁଛି ବହୁତ୍ ସୁନ୍ଦର ଗୀତ ଅଭିନୟ ତା ଠାରୁ ସୁନ୍ଦର୍ 👌👩❤️👨👩❤️👨ଅନୁ ଭାଉଜ ଗୋଟେ କଥା ମନେ ରଖ ଜୀବନର ରାସ୍ତା ଅନେକ ଲମ୍ବା ଭାଇ ଙ୍କର ହାତ କେବେ ଛାଡ଼ି ବନି ଏତିକି ଅନୁରୋଧ ରଖିବ।🥰🥰🥰🙏🙏🙏
-
ଜଣ ଙ୍କ ଭଲ ପାଇବା ଜଦି ଆଖିରେ ଦେଖି ସହି ପାରୁନାହଁ ତାଙ୍କୁ କହିବାର ବି ଅଧିକାର୍ ନାହିଁ ... Love u lipun bhai au bhauja ..BPD Toka..DF
-
ଭଲ ପାଇବାରେ ବଡ଼ ଓ ସାନ ନାହିଁ କେବଳ ରହିଛି ଭଲ ପାଇବା ଏବଂ ହୃଦୟ ଦରକାର ପଡେ ବହୁତ ବହୁତ ଧନ୍ୟବାଦ ସଙ୍ଗୀତ ଏବଂ କଣ୍ଠଦାନ
-
So beautiful 💕💕lipun Bhai, ବହୁତ୍ ସୁନ୍ଦର୍ ହୋଇଛି ଜୟ ଜଗନ୍ନାଥ 🙏🙏
-
Wow bahut sundra hechi song aau jodi bi God bless you both of you....❤
-
ଜୁନିଅର୍ ଲିପୁନ୍ ଭାଇ ତୁମେ ଭଲ ଷ୍ଟାଇଲ ମାରୁଚ ନୃତ୍ୟ ସମୟରେ 😳👍👏
-
ବହୁତ ସୁନ୍ଦର ଯୋଡି 👍👍👍
-
ASWOME VDO..ଜୟ ଜଗନ୍ନାଥ 🙏🥰☺☺
-
It'z called Turu love❤... 🙌🙌🙌 Love you both of you🥀.... Saccha prema ra bahut sundar udaharana.. 👍
-
So nice jodi bro 🎉🎉🎉🎉 kahara najara na lagu kebebi mote bahut khusi lagila 🥰🥰🥰🥰🥰🥰🥰
-
Very nice song video ଭଲ ହେଇଛି ଲିପୁନ And ଅନୁ
-
ଲୋକ ଙ୍କ କଥା ଶୁଣିବା କିଛି ଦରକାର ନାହିଁ ଆଗକୁ ମାଡି ଚାଲ ❤️best of luck ❤️
-
ଭିନ୍ନ ଯୋଡି ସହ ଭିନ୍ନ ଏକ ସୁନ୍ଦର ଗୀତ ବାସ୍ତବ ରେ ବହୁତ ସୁନ୍ଦର ଲାଗୁଚି ଓଡ଼ିଶା ବାସୀ ଭଲ ପାଇବା ଦଉଛନ୍ତି ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏
-
Nice 👍 video song and ଲିପୁନ, ଅନୁ supar ଯୁଡ଼ି
-
ସବୁଠୁ ସୁନ୍ଦର ଭିଡିଓ ଦେଖିଲି ଭାଉଜଙ୍କ ଆଉ ଭାଇ। .....🙏🙏🙏🙏🙏🙏
-
ବହୁତ୍ ସୁନ୍ଦର ହେଇଛି ଭାଇ ! କାହା କଥା ଶୁଣିବା ଦରକାର୍ ନାହିଁ ଆଗେଇ ଚାଲ୍ ! ତୁମକୁ ସାତ୍ ଦବା ପାଇଁ ବହୁତ୍ ଫେନ୍ ଅଛନ୍ତି ! love you bro ❤️❤️❤️❤️