E Dil To Pain Hela Diwana | New Odia Music Video | Junior Lipun | Anu

1,581,851
0
2022-12-20に共有
Ollywood odisha in associated with D film studio present

Video Credit :-
Staring:-Junior Lipun & Annu

Director:-Digambara sipu

Producer:-Sanjay moharana

Creative Head:-Chandan ku barik

Story:-Prayash mohapatra

Dop&Edit:-Sunil

Di:-Bobby

Special tnx:-Chumiki nani, Munshi

Voice Artist - Sunprit & Nirupama

Channel Partner - Sanjay Life Vision

Song Credit :-

Lyrics - Biku Babu
Music - Chinmay Dash & Bibhun
Singer- Arpita Choudhary & Abhishek Rout
Arrangements - Pintu Das
Producer-Sanjay Maharana
Rec & Mixing - Somesh Studio Bbsr

junior lipun vlog channel - youtube.com/@junior_lipun1248

Search for junior lipun music video, junior lipun odia album video, junior lipun love story, new odia album video.... etc

コメント (21)
  • ଆମ ଓଡ଼ିଶାର ସବୁଠୁ ସୁନ୍ଦର ଯୋଡି ଆଉ ବହୁତ ବଢିଆ ଗୀତ ହେଇଛି ବହୁତ ବହୁତ ଭଲ ପାଇବା ମୋ ହୃଦୟରୁ....🙏🙏🙏🙏
  • ପ୍ରେମ ଦୁଇଟି ହୃଦୟ ର ସମ୍ପର୍କ, ଦୁଇଟି ଆତ୍ମାର ମିଳନ ଓ ନିଃସ୍ଵାର୍ଥପର ପ୍ରେମ। God bless both of you and lot's of love 💞.
  • ଗୀତ ବହୁତ ସୁନ୍ଦର ହୋଇଛି 👌👌👌👌ଭାଇ ଭାଉଜ ତୁମେ ଦୁଇ ଜଣ ଆହୁରି ଆଗକୁ ଯାଅ 😘💞💞
  • @Bulu1430
    ସତରେ ଭଲ ପାଇବାରେ ସାନ ବଡ଼ ନଥାଏ 🥰 ଭଲ ପାଇବାରେ ଧନି ଗରିବ କିଛି ନଥାଏ. ଆଉ କି ସୁନ୍ଦର ଅସୁନ୍ଦର ପ୍ରେମ ରେ ନଥାଏ। ଯିଏ ସୁନ୍ଦର ଦେଖି ଭଲ ପାଏ ସେ ତାର ଶରୀର ଭଲ ପାଏ 🥰
  • ଭାଇ ମୋ ହୃଦୟରୁ କହୁଛି ବହୁତ୍ ସୁନ୍ଦର ଗୀତ ଅଭିନୟ ତା ଠାରୁ ସୁନ୍ଦର୍ 👌👩‍❤️‍👨👩‍❤️‍👨ଅନୁ ଭାଉଜ ଗୋଟେ କଥା ମନେ ରଖ ଜୀବନର ରାସ୍ତା ଅନେକ ଲମ୍ବା ଭାଇ ଙ୍କର ହାତ କେବେ ଛାଡ଼ି ବନି ଏତିକି ଅନୁରୋଧ ରଖିବ।🥰🥰🥰🙏🙏🙏
  • ଜଣ ଙ୍କ ଭଲ ପାଇବା ଜଦି ଆଖିରେ ଦେଖି ସହି ପାରୁନାହଁ ତାଙ୍କୁ କହିବାର ବି ଅଧିକାର୍ ନାହିଁ ... Love u lipun bhai au bhauja ..BPD Toka..DF
  • ଭଲ ପାଇବାରେ ବଡ଼ ଓ ସାନ ନାହିଁ କେବଳ ରହିଛି ଭଲ ପାଇବା ଏବଂ ହୃଦୟ ଦରକାର ପଡେ ବହୁତ ବହୁତ ଧନ୍ୟବାଦ ସଙ୍ଗୀତ ଏବଂ କଣ୍ଠଦାନ
  • So beautiful 💕💕lipun Bhai, ବହୁତ୍ ସୁନ୍ଦର୍ ହୋଇଛି ଜୟ ଜଗନ୍ନାଥ 🙏🙏
  • Wow bahut sundra hechi song aau jodi bi God bless you both of you....❤
  • @debasissb3806
    ଜୁନିଅର୍ ଲିପୁନ୍ ଭାଇ ତୁମେ ଭଲ ଷ୍ଟାଇଲ ମାରୁଚ ନୃତ୍ୟ ସମୟରେ 😳👍👏
  • @R.k.sandh15
    ବହୁତ ସୁନ୍ଦର ଯୋଡି 👍👍👍
  • ASWOME VDO..ଜୟ ଜଗନ୍ନାଥ 🙏🥰☺☺
  • It'z called Turu love❤... 🙌🙌🙌 Love you both of you🥀.... Saccha prema ra bahut sundar udaharana.. 👍
  • So nice jodi bro 🎉🎉🎉🎉 kahara najara na lagu kebebi mote bahut khusi lagila 🥰🥰🥰🥰🥰🥰🥰
  • Very nice song video ଭଲ ହେଇଛି ଲିପୁନ And ଅନୁ
  • ଲୋକ ଙ୍କ କଥା ଶୁଣିବା କିଛି ଦରକାର ନାହିଁ ଆଗକୁ ମାଡି ଚାଲ ❤️best of luck ❤️
  • ଭିନ୍ନ ଯୋଡି ସହ ଭିନ୍ନ ଏକ ସୁନ୍ଦର ଗୀତ ବାସ୍ତବ ରେ ବହୁତ ସୁନ୍ଦର ଲାଗୁଚି ଓଡ଼ିଶା ବାସୀ ଭଲ ପାଇବା ଦଉଛନ୍ତି ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏
  • Nice 👍 video song and ଲିପୁନ, ଅନୁ supar ଯୁଡ଼ି
  • ସବୁଠୁ ସୁନ୍ଦର ଭିଡିଓ ଦେଖିଲି ଭାଉଜଙ୍କ ଆଉ ଭାଇ। .....🙏🙏🙏🙏🙏🙏
  • ବହୁତ୍ ସୁନ୍ଦର ହେଇଛି ଭାଇ ! କାହା କଥା ଶୁଣିବା ଦରକାର୍ ନାହିଁ ଆଗେଇ ଚାଲ୍ ! ତୁମକୁ ସାତ୍ ଦବା ପାଇଁ ବହୁତ୍ ଫେନ୍ ଅଛନ୍ତି ! love you bro ❤️❤️❤️❤️