News Fuse Full Episode: 2345 | BJP ସଭା ରେ BJD Labourer | ତାରା ଭାଇ ଙ୍କ Dance

184,024
0
Published 2024-07-03
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
YouTube: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: www.facebook.com/otvkhabar
OTV English Facebook : www.facebook.com/otvnews
Telegram @otvtelegram @otvkhabar
Twitter: twitter.com/otvnews
Instagram: www.instagram.com/otvnews/


#OdishaTV #OTV

All Comments (21)
  • କାହିଁକି ଏମିତି ହେଉଛନ୍ତି ଏମାନେ ମୋ ମତରେ unnecessary ଟଙ୍କା ଖର୍ଚ୍ଚ କରୁଛନ୍ତି ଯେଉଁ ସଭା ପାଇଁ ସେହି ଟଙ୍କା ଗରିବ ମାନଙ୍କୁ ଦେଲେ ବହୁତ ଭଲ ହୁଅନ୍ତା.
  • @143Susanta
    ଅସ୍ମିନ ସାରଙ୍କ ଖସିବା ଅଭ୍ୟାସ ଅଛି 2023 ରେ ଓଡ଼ିଶାର ବାହାନଗା ଟ୍ରେନ ଟ୍ରଜେଡି 2024 ୱେଷ୍ଟ ବେଙ୍ଗଲରେ କାଞ୍ଚନ ଜଙ୍ଘା କେତେ ଜୀବନ ଗଲେ ସୁଧୁରିବେ ଏମାନେ ମୁଁ ଆପଣଙ୍କୁ ଅନୁ ରୋଧ କରୁଛି ଲୋକଙ୍କ ଜୀବନ ସହ ରାଜନୀତି କରନ୍ତୁନି ଆପଣ କହିଥିଲେ ରକ୍ଷା କବଜ ପ୍ରୋଜେକଟ କରିବେ ବୋଲି ତୁରନ୍ତ କରନ୍ତୁ ସାର ଅନୁରୋଧ କରୁଛି 🙏🙏🙏🙏🙏🙏
  • @143Susanta
    କଣ କରିବା ସବୁ ଭାଗ୍ୟ ଯିଏ 24 ବର୍ଷ ହେଲା ରାଜା ଥିଲେ ଲୋକଙ୍କର ପସନ୍ଦ ଥିଲେ ଏବେ ସିଏ ଆଉ ନାହାନ୍ତି ତଥାପି ଲୋକେ ତାଙ୍କୁ ନଭୁଲିବେ ସେଥିପାଇଁ ତାକୁ ଦେହରେ ଲଗେଇକି ରଖିଛନ୍ତି 🙏🙏🙏🙏🙏
  • @143Susanta
    ଜୟ ନାରାୟଣ ସାର କହିଲେ ଓଡ଼ିଶା 1 ନମ୍ବର ହବ ବୋଲି ହେଲେ ମୁଁ ବୁଝି ପାରୁନି ତାହାଲେ 2 ନମ୍ବର କୋଉ ରାଜ୍ୟ ହବ ଗୁଜୁରାଟ ନା ଉତ୍ତର ପ୍ରଦେଶ ନା ମହାରାଷ୍ଟ୍ର ନା ଅନ୍ଦ୍ରାପ୍ରଦେଶ ନା ବିହାର 🤣😂🤣😂
  • @143Susanta
    ଭାଲୁ ଭାଇନା ପୁରା ହିରୋ ଜୟପୁର ଵାଲା ତାଙ୍କ ପରି ବିଧାୟକ ପାଇଁ ଧନ୍ୟ ହେଇଯାଇଛନ୍ତି ଏମିତିକା ନାଚ କେବଳ ଭାଲୁ ଭାଇନା ହିଁ ନାଚି ପାରିବେ ଆଉ କିଏ ନୁହଁ 🌹🌹🌹🌹🌹🌹 ପୁରା ଅଲ ରାଉଣ୍ଡର ଭାଇ
  • ଦୁଃଖ ସମୟରେ କିପରି ଖୁସିରହିବ ତାହା ଆମ ତାରା ଭାଇଙ୍କ ପାଖରୁ ଶିଖିବା ଉଚିତ୍
  • @A.B.Lipsavlog
    BJD ବିନା BJP ର କିଛି ମୁଲ୍ୟନାହିଁ।
  • @143Susanta
    ଏମିତିକା ବେପାର ମୁଁ କରିବି ଆଉ ପାଠ ପଢ଼ିବିନି ପାଠ ପଢିକି ଚାକିରୀ ମିଳୁନି ଏମିତିକା ବେପାର ମାସକୁ ଲକ୍ଷେ ଆଉ କଣ ଦରକାର 🤣😂🤣😂ମୁଁ ଭାବୁଛି ବାଂଲାଦେଶ ଯିବି ହେରି 🤣😂🤣😂
  • @bslodia
    Odisha kebala jaganath nka rajya ❤❤
  • BJP ର ଷ୍ଟେଜ ପାଇଁ ଭାଇ BJD ଲୋକ ଗଲେ ଷ୍ଟେଜ ସିନା ଦମ୍ଭିଲା ହେବ, ନୂଆ ସରକାର୍ ନା
  • ସେହି ରାମରାଜ୍ୟ କୁ ଅପେକ୍ଷା
  • ବିଜେପି ସଭାରେ ବିଜେଡି ଲେବର୍ କାମ କରିବାଟା ନିହାତି ଆବଶ୍ୟକ କାରଣ ଯିଏ 24 ବର୍ଷହେବ ଦୃଢମୂଳଦୁଆ ପକେଇବାରେ ପାରଙ୍ଗମ ସିଏ ନୂଆ ସରକାରଙ୍କ ଷ୍ଟେଜର ଦୃଢ ମୂଳଦୁଆ ପକେଇପାରିବେ