୨୪ ବର୍ଷ ଧରି ବିଜେଡିରେ ପାଦ ଚାଟୁଥିଲେ ଦିବ୍ୟସିଂହ ଦେବ

204,790
0
Published 2024-07-02

All Comments (21)
  • ଆମ ଓଡ଼ିଶା, ଆମ ଦେଶ, ଆମ ଠାକୁର, slat କଥା ଉଠୁଛି କେଉଁଠି ? ❤️👍👍👍
  • ରାଜାଙ୍କର ଏଭଳି ମନ୍ତବ୍ୟରେ ଭକ୍ତଙ୍କ ମନକୁ କୁଠାରାଘାତ କରୁଛି । ଏଭଳି ହେଲେ ରାଜାଙ୍କୁ କେହି ସମ୍ମାନ ଦେବେ ନାହିଁ ।
  • ଭାଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍, ପ୍ରକୃତରେ ଓଡ଼ିଆ ରକ୍ତ ପ୍ରବାହିତ ହଉଛି
  • ଭାଇନା ବହୁତ ଭଲ କଥା କହିଲେ ମନକୁ ଛୁଇଁଲା
  • ପାଣ୍ଡିଆନ ଗୋ ମାଂସ ଖାଇଥିବା କମିଆ ଜାନି କୁ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିଥିଲା ତୋ ରାଜା ସେତେବେଳେ କୋଉଠି ଶୋଇଥିଲା ସେତେବେଳେ shirt booking କରିନଥିଲେ କାହିଁକି ପୁରୀ ମହା ରାଜା କୁହନ୍ତୁ
  • ଠିକ କଥା କହୁଛ ଭାଇ, ଗଜପତି ବି ବିଜେଡି ପାରଟି ର
  • ପ୍ରକୁତରେ ବିଜେଡି ସରକାର ଥିଲା ସମୟରେ ଆମ ରାଜା ଯାହା ବି କିଛି ପ୍ରତିକ୍ରିୟା ଦେଉଥିଲେ ଲାଗୁଥିଲା ସେ ଯେମିତି କାହା କୁ ଡରୁଥିଲେ
  • Bravo ... Bravo my dear ... 👍 ଜଗନ୍ନାଥଙ୍କୁ ଡଲା ଅଟୋରେ ବୁଲେଇ ଭିକ ମାଗିଲା ବେଳେ ରାଜା କାହିଁ ପଦେ ତ ଆପତ୍ତି କରିନଥିଲେ,,,,,
  • ଠିକ୍ କଥା କହିଛ ଭାଇ ଯୋଉ ରାଜା ମୁସଲିମ ସମ୍ପ୍ରଦାୟର ଫକିର ପାଖରେ ଯାଇ ମୁଣ୍ଡ ନୁହଉଛି ସିଏ କୋଉ ଟାଇପ୍ ର ରାଜା ମୁଁ ବୁଝପାରୁନାହିଁ
  • ଧନ୍ୟବାଦ ଭାଇଙ୍କୁ, ଆପଣଙ୍କ କଥା ସମସ୍ତ ଓଡ଼ିଆଙ୍କ ହୃଦୟକୁ ଛୁଇଁଲା ଭଳି 🙏🙏🙏ଜୟ ଜଗନ୍ନାଥ
  • ଭାଇ ମଞ୍ଜ କଥାଟି କହିଲ ଧନ୍ୟବାଦ୍ ଜୟ ଜଗନ୍ନାଥ ଜୟ ବଳଭଦ୍ର ଜୟ ଦେବୀ ସୁଭଦ୍ରା ।
  • ଜଗନ୍ନାଥ ଙ୍କ ପ୍ରଥମ ସେବକଙ୍କୁ ଏଇଭଳି ଭାଷା କହିବା ଉଚିତ୍ ନୁହେଁ। ଆପଣଙ୍କ ଚ୍ୟାନେଲ ଭବିଷ୍ୟତ ଭଲ ନାହିଁ।
  • ରାଜା ସେତେବେଳେ ବିଜେଡିର ଓ ନବୀନର ଚାଟୁଥିଲେ
  • ଯଦି ଓଷାବ୍ରତ କିଛି ପର୍ବପର୍ବାଣୀଗୁଡିକ ଦିନରେ ଭିଡ ହେଲେ କି ଲାଇନରେ ଛିଡା ହେଲେ କଷ୍ଟ ସରକାରଙ୍କ ଦୋଷ ଧାର୍ମିକ ଭାବନାରେ ଯଦି ଚାରିଦ୍ଵାର ଖୋଲାହେଲା ଛୁଟି ପଡିଲା ଏତେ ମାତ୍ରାରେ ଭକ୍ତ ଆସିଲେ ଭିଡ ହେଲା ସେଥିରେ ବି ସରକାର ଦୋଷୀ କୋଉ କାଳର ଶ୍ରୀମନ୍ଦିର ପୁଣି ମହାପ୍ରଭୁଙ୍କ ନିତୀକାନ୍ତିର ବହୁତ ନିୟମ ନିଷ୍ଠା ଅଛି ଯାହା ଭାରତର କୌଣସି ମନ୍ଦିର ରେ ନାହିଁ। ଏଠି ପରା ଲୋକ ଉଦାହରଣ ଦିଅନ୍ତି ସେ ସିରିଡିରେ ଏମିତି ସୁବିଧା ସେ ତିରୁପତିରେ ସେମିତି ସୁବିଧା ସେ ଅମୂକେଇ ମନ୍ଦିର ଭଳିଆ ସୁବିଧା କୋଉଠି ନାହିଁ ସେଥିପାଇଁ ଡିଜିଟାଲ ଭକ୍ତଙ୍କ ପାଇଁ ଡିଜିଟାଲ ବ୍ଯବସ୍ଥା ବୋଧେ ସରକାର କରୁଛନ୍ତି ଏଠି ପରା ଲୋକ ଡାକ୍ତର ଯଦି କହିବ କି ପେଟ କମେଇବା ପାଇଁ ସକାଳୁ ଉଠି ମୁହଁ ନଧୋଇ ପାଞ୍ଚ କିଲୋମିଟର ଚାଲୁଛନ୍ତି ବାହାଘର ଭୋଜିରେ ମଟନ ଖାଇବା ପାଇଁ ଅଇଁଠାରେ ସାଲୁବାଲୁ ହୋଇ ଲାଇନରେ ଛିଡାହେଉଛନ୍ତି କିନ୍ତୁ ଜଗନ୍ନାଥ ବଲ୍ଲଭ କାରପାର୍କିଂରୁ ଶ୍ରୀ ମନ୍ଦିର ପର୍ଯ୍ୟନ୍ତ ଚାଲିବାକୁ କଷ୍ଟ ବଡ ଦାଣ୍ଡରେ ଖାଲି ପାଦରେ ଚାଲିବାକୁ କଷ୍ଟ ଏ ଘୋର କଳିଯୁଗର ଲୋକ ମାନଙ୍କୁ କୌଣସି ସରକାର ପ୍ରଶାସନ ଗଜପତି କି ନିଜେ ଜଗନ୍ନାଥ ମହାପ୍ରଭୁ ବୁଝେଇ ପାରିବେନି ସେଥିପାଇଁ ଦାରୁବ୍ରହ୍ମ ରୂପରେ ଲୀଳାକରୁଛନ୍ତି ଦ୍ବାପର ଯୁଗରେ ସିନା ଗୋଟିଏ ଦୁର୍ଯ୍ଯୋଧନ ଥିଲା ତା ଅହଙ୍କାର ଭାଙ୍ଗି ଛଳରେ ଲୀଳାକଲେ ଏଠି ପରା କୋଟି କୋଟି ଦୁର୍ଯ୍ଯୋଧନ ଗୁଣର ଲୋକ ଜନ୍ମ ନେଇଛନ୍ତି ମହାପ୍ରଭୁ ବି ବଡଚିନ୍ତାରେ ଥିବେ ।ଯିଏ ପ୍ରକୃତ ଭକ୍ତ ତାର କିଛି ଚିନ୍ତାନାହିଁ ଦିନବନନ୍ଧୁ ତାର ପାଖେ ପାଖେ ଅଛି ଦର୍ଶନ ନହେଉ ହୃଦୟରେ ତ ଅଛି ତାର ନାମ ଶୁଣିଲେ କି ଗାଇଲେ ଭାବର ଅଶ୍ରୁ ବହୁଛି ଆଉ କଣ ଦରକାର। ଜୟ ଜଗନ୍ନାଥ
  • ଗଜପତି ଏମିତି କହିବା ଟା ଠିକ୍ ଲାଗୁନି,
  • ରଜା ଆମର ବଢିଆ ରାଜନୀତି କରୁଛନ୍ତି