ରାଜ୍ୟସଭା ରେ BJD ସାଂସଦ ସୁଲତା ଦେଓ, NEET, ନବୀନ, ନୀତିଶ ନାଇଡୁ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନେଇ ବର୍ଷିଲେ।BJD

265,442
0
Published 2024-07-02
ରାଜ୍ୟସଭା ରେ BJD ସାଂସଦ ସୁଲତା ଦେଓ, NEET, ନବୀନ, ନୀତିଶ ନାଇଡୁ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନେଇ ବର୍ଷିଲେ। BJD MP Sulata Deo counters President Droupadi Murmu in Rajya sabha.#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv.com/
Like Our Facebook Page
: www.facebook.com/PratidinOdisha
Subscribe To Our YouTube Channel:
   / @pratidintvodisha  
Subscribe To Our Hashtag Channel:    / @hashtag6187  
Like our Website page:
www.pratidintv.com/

All Comments (21)
  • Ur right right 👍 ସୁଲତା ଦେଓ ମେଡମ୍ ବହୁତ୍ ବଢିଆ କଥା କିନ୍ତୁ ଆପଣ ମାନେ ଆଗରୁ ଏସବୁ କରିବା କଥା ସୁନ୍ଦର କଥା ଆପଣ ଉପସ୍ଥାପନ କରିଛନ୍ତିି ଆମେ ବହୁତ ଖୁସି ଆପଣଙ୍କ ପାଓ୍ଵାର ଦେଖି❤❤❤❤❤
  • ବହୁତ ବଢିଆ କିନ୍ତୁ, ବିଳମ୍ବ ହୋଇ ଯାଇଛି ।।
  • ଏହି ଭାଷଣ ଆଗରୁ ଦେଇ ଥିଲେ ଭଲ ହୋଇଥାନ୍ତା
  • @MrSwarajdas
    ସୁଲତା madam ମୁଁ ଆପଣଙ୍କୁ ହୃଦୟ ରୁ ଧନ୍ୟବାଦ ଆପଣ ଙ୍କ ଭାଷଣ ମୋର ହୃଦୟ ଜିତିଛନ୍ତି
  • ଆଜି କେବଳ ଏ ମାଡ଼ାମ ଜଣଙ୍କ ଜବାଜ ଦେଇଛନ୍ତି,,ଆଉ କିଛି ଦିନ ପରେ ସାରା ଓଡିଶା ଜବାଜ ଦେବ,, ମୋହନ ସାର ଆପଣଙ୍କ ସରକାର ଯାହାବି ପ୍ରତି ସ୍ତୁତି ଦେଇଛନ୍ତି ନିର୍ବାଚନ ସମୟରେ ଓଡ଼ିଶା ବାସିଙ୍କ ପାଇଁ ତାହା ପାଳନ କରାଜାଉ,,
  • କଥା ପଦେ କହିଲ ମନକୁ ମୋର ଛୁଇଁଲା
  • ଜୁଏଲ୍ ବାବୁଙ୍କ ଠାରୁ ଅଧିକ ଭଲ କହିପାରୁଥିବାରୁ ଧନ୍ୟବାଦ୍ ।
  • ଆଗରୁ ଏ କରାମତି କରିଥିଲେ ଆଜି ବିଜେଡି ଦଳ ର ଏମିତି ଅବସ୍ଥା ହୋଇନଥାନ୍ତା, ଡେରି ହେଉ ନବୀନ ବାବୁ ବୁଝିଲେ ବିଜେପି କୁ, ସାପ ସହ ସମ୍ପର୍କ ରଖିଥିଲେ ଚୋଟ ଖାଇଲେ, ଯୋଉ ଦିନ ଅଶ୍ୱନି ବୈଷ୍ଟମ୍ବ ଙ୍କୁ ରାଜ୍ୟ ସଭା କୁ ପଠେଇଲେ ସେ ଦିନ ବିଜେଡି ର ଡାଉନ ଆରମ୍ଭ ହେଲା,
  • @Skgbul470
    ମୋହନ ମାଝି ଠାରୁ ଭଲ ହିନ୍ଦୀ କହି ପାରୁଛନ୍ତି,
  • Very right, good statement. ନବୀନ ପଟ୍ଟନାୟକ ଜିନ୍ଦାବାଦ।
  • ମାଡାମ ଆପଣ ବହୁତ ଭଲ କହିଲେ, ଜଗନ୍ନାଥ ଙ୍କ କୁପାରୁ ଭଲ ରେ ଆଗ କୁ ବଢନ୍ତୁ ଜୟ ଜଗନ୍ନାଥ
  • ସୁଲତାଦିଦି ମେଢିଚାଲ 🎉🎉ତମପଛେରେଆମେଅଛୁ ଜଏବିଜେଡି ଜଏନବିନବାବୁ 🎉🎉🎉🎉 ନବିନସାରେ ସୁପରହିରୋ ଜଏବିଜେଡି ଜଏନବିନବାବୁ 🎉🎉🎉🎉
  • ଆଗରୁ ହୀରା ଓ ଶିକ୍ଷା ଉପରେ GSTବାବଦରେ କାହିଁ ଶୋଇଥିବାର !
  • ଏହି ଭଳି ଆଗରୁ ହୋଇଥିଲେ ଵୋହୁତ ଭଲ ହୋଇଥାନ୍ତା
  • ବହୁତ ସୁନ୍ଦର କଥା କହିଲେ କ୍ଷେମା ମାଗିବାକୁ ପଡ଼ିବ ଶ୍ରୀ ଜଗନ୍ନାଥ କୁ ଓଡ଼ିଶା ଭାସି କୁ ମୋଦୀ କ୍ଷମା ମାଗିବ ଦରକାର ନହେଲେ ଶ୍ରୀ ଜଗନ୍ନାଥ କେବେ କ୍ଷମା କରିବେନି ଧୂଳିସାତ ହେଇଯିବ ବିଜପି 🤬😡🤬