ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସେଦିନ ପୋଲିସ ବାବୁ ଅପମାନ କରିଥିଲେ, ଏବେ ପାଇଲେ ଏମିତି ଚିଠି

300,899
0
Published 2024-07-05
Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.

Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - www.facebook.com/OdishaBhaskar
TWITTER - twitter.com/odishabhaskar
INSTAGRAM - www.instagram.com/odishabhaskar/
#odishabhaskar #latestnews

All Comments (21)
  • ଆପଣ ଭୃଲ ଲେଖୁଛନ୍ତି। ସେଦିନ ମୂଖ୍ୟ ମନ୍ତ୍ରୀଙ୍କୁ ନୁହଁ ବରଂ ବିଧାୟକଙ୍କୁ ଅପମାନ ଦେଇଥିଲେ ଥାନା ବାବୁ ।
  • @madhabdash985
    ଭଲ ଲାଗିଲା ଏମିତି ଲୋକ ଯୋଗୁଁ ରାଜ୍ୟରେ ଅପମାନ ହେଉଛି
  • ପୋଲିସ ମାନଙ୍କୁ ବିଶ୍ବାସ ନାହି ଲାଛୁଆ ପୋଲିସ
  • ଖାଲି ଖାକିବରର୍ଦି ପିଦ୍ଧୀଲେ ପୋଲିସ୍ ହେଇଯିବେନୀ ଜନତାଙ୍କୁ ସନନ୍ନମାନ ଦୀଅନ୍ତୁ
  • ଏମିତି ଦୃଶ୍ୟ ନନ୍ଦିଘୋଷ ଟିଭି କାହିଁକି ପ୍ରସାର କରୁନି। ଏହି ପୋଲିସ ବାବୁ କୁ ମାଲକାନଗିରି ଜିଲ୍ଲା କୁ ବଦଳି କରାଯିବା କଥା।
  • ରାଉରକେଲାର ଛେଣ୍ଡ ଥାନା ଲେଡୀ ଆଇଆଇସି ତାଙ୍କ ସହିତ କେତେକ ପୋଲିସ ବି ଜଡ଼ିତ ଆମ ମୂଖ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଏମିତି ଭ୍ରଷ୍ଟାଚାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ,🙏🌹😭
  • ସୁସ୍ପେଣ୍ଟ କର ସେମିତି ଥାନା ବାବୁକୁ ସେ କିଏ ବେ ସୋଳା ପୋଲିସ
  • ଏମାନଙ୍କୁ ଉଚିତ ଶିକ୍ଷା ଦେବା ଦରକାର
  • ତ୍ରୀନାଥ ପୁଲିସି ନୁହଁ ଟାଉଟର ଟା
  • @dipusing9439
    ଥାନା ବାବୁଙ୍କୁ ବାହାର କରିଦିଅନ୍ତୁ
  • ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦାରା ସିଂ ସପକ୍ଷ ରେ ଆନ୍ଦୋଳନ କରିଥିଲେ
  • ଆରେ ମୋଦି ସପ୍ତମ ପଢ଼ିଛି ତା ଜଣେ ଆଦିବାସୀ murk ku nei ମୂର୍ଖ ମନ୍ତ୍ରୀ କରିଚି ବୋଲି କଣ ପୋଲିସ ଆଇନ ଉର୍ଦ୍ଧରେ ,ପ୍ରତିଶୋଧ କଣ ନେବ ମୂର୍ଖ ନିଜର କ୍ଷତି
  • କର୍ମ ର ଫଲ କୁ ସମସ୍ତେ ଅପେଖ୍ୟା କରନ୍ତୁ
  • ମାଲକାନଗିରି ଏବେ ଶାନ୍ତ । ସେ ପୁଲିସ୍ କୁ ମୁଖ୍ୟମନ୍ତ୍ରୀ ଙ୍କ ଅଡରଲୀ ପଦରେ ରଖିଲେ ଉପଯୁକ୍ତ ଡଊଟଇ ହୁଅନ୍ତା।
  • @ajayajena319
    ଶଳା କୁକୁର ପୋଲିସକୁ ଉଚିତ୍ ଦଣ୍ଡ ଦେବା ଉଚିତ୍।ମୋତେ ବି ପୋଲିସ ଥରେ ଥାନାରେ ବହୁତ ଅସଭ୍ୟ ଭାଷାରେ ଗାଳି ଦେଲା।କିଛି ଦିନ ତଳେ ସେହି ପୋଲିସ ମୋତେ lift ମାଗିଲା। ଶଳା ପୋଲିସକୁ ଏମିତି ଚକା sleep କରି ପକେଇଲି ତା'ର କହୁଣୀ ଛିଡିଗଲା।😂 ମୋର ଆଣ୍ଠୁ ଛିଡିଗଲା। ତଥାପି ମୋ ମନ ଦୁଃଖ ନ ଥିଲା।😊😊